ବରଗଡ଼ ସବ୍ଜେଲରୁ ଜାମିନରେ ବାହାରିଲେ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ
ବରଗଡ, (ନିରୋଜ କୁମାର ପାଣୀ) : କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ ଆଜି ବରଗଡ଼ ସବ୍ଜେଲରୁ ଜାମିନରେ ବାହାରିଛନ୍ତି । ବରଗଡ଼ ଖୁଣ୍ଟିଲିପାଲି ଅପେରା ପୋଷ୍ଟର ଚିରା ମାମଲାରେ ମିଛ କେସରେ ଛନ୍ଦି ହୋଇ ଦୀର୍ଘ ୧୯ଦିନ ପର୍ଯ୍ୟନ୍ତ ବରଗଡ଼ ସବ୍ଜେଲରେ ରହିଥିବା ବେଳେ ଆଜି ବରଗଡ଼ ଜିଲ୍ଲା!-->…
Read More...
Read More...