ଚୁଡାପାଲିଠାରେ ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଲା ବଲାଙ୍ଗିର ସଦର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଚୁଡାପାଲିଠାର ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଛି ବଲାଙ୍ଗିର ସଦର ପୋଲିସ । ତେବେ ସୂଚନା ଆଧାରରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ଭିତରେ ଥିବା ଏକ ଘରେ ବହୁ ଦିନରୁ ଯୁଆଡ଼ିଙ୍କ ଆସର ଜମୁଥିବା ସୂଚନା ପାଇଥିଲା ପୋଲିସ ।!-->…
Read More...
Read More...