Yearly Archives

2023

ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘ ଓଡିଶା ରାଜ୍ୟ ସଭାପତି ତଥା ‘ନବୀନ'ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତା ଜଗତର ଏକ ଅପୂରଣୀୟ କ୍ଷତି
Read More...

ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଯାଉ : ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି କିନ୍ତୁ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ନାହିଁ । ତେଣୁ ଏହାର ପ୍ରତିବାଦରେ ଏଆଇଡିଏସ୍‌ଓ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଗତ ୫
Read More...

ଭଟ୍ଟାରିକା ମନ୍ଦିରରେ ୨ ଫୁଟ୍‌ର ବନ୍ୟା ପାଣି

କଟକ : ବଡ଼ମ୍ବା ଭଟ୍ଟାରିକା ମନ୍ଦିରରେ ପାଣି ପଶିଯିବାରୁ ମା'ଙ୍କୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ରତ୍ନଗିରି ପାହାଡ଼ର ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
Read More...

ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ମୋଟ୍ ୫୪୦୦୦ ଟଙ୍କା ଜୋରିମାନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର କରି ଗତକାଲି ୨୬ଟି ଯାନ ଉପରେ ଫାଇନ ପକାଯାଇଛି । ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ମୋଟ୍ ୫୪୦୦୦ ଟଙ୍କା ଜୋରିମାନା କରାଯାଇଛି ।
Read More...

କଂଟାବାଂଜି ରେଂଜ ଫୁଲ୍‌କାନୀ ଗାଁରୁ ବିପୁଳ ପରିମାଣର କାଠ ଜବତ, ୪ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ରେଂଜ ଫୁଲ୍‌କାନୀ ଗାଁରୁ ବିପୁଳ ପରିମାଣର କାଠ ଜବତ ହୋଇଥିବା ବେଳେ ଏହି ମାମଲାରେ ୪ଜଣଙ୍କୁ ଗିରଫ୍‌ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦେ୍ଦଶ କ୍ରମେ
Read More...

ନିଟ୍ରା ତରଫରୁ ଜାତୀୟ ଯନ୍ତ୍ରୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟିର ପ୍ରାକ୍ତନ ଛାତ୍ରସଂଘ (ନିଟ୍ରା)ରାଉରକେଲା ଶାଖା ତରଫରୁ ୫୬ତମ ଜାତୀୟ ଯନ୍ତ୍ରୀ ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ନିଟ୍ରାର ରାଉରକେଲା ଶାଖାର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ଉପସଭାପତି ଇଂ ସୁଧାଂଶୁ ଶେଖର
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଲେଟପଡା ଗାଁଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଆହତ ମହିଳା ଜଣକ ପ୍ରେମଶୀଳା ବାଘ (୩୫) ବୋଲି ଜଣାପଡ଼ିଛି । ଏହି ଘଟଣା ଘଟିଛି ବଲାଙ୍ଗିର
Read More...

ଟିଟିଲାଗଡ ସହରବାସୀଙ୍କୁ ନୂଆଁଖାଇ ଭେଟିଦେଲେ ମୁଖ୍ୟମନ୍ତ୍ରୀ, କୁମୁଡା ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୮୮ ଲକ୍ଷ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ରହିଛି ପ୍ରଭୂ ଧବଳେଶ୍ୱର ମନ୍ଦିର । ଏହି ମନ୍ଦିରର ଉନ୍ନତିକରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସଦାବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ
Read More...

ପାଇକମାଲ ବ୍ଲକରେ ମାଣ୍ତିଆ ଚାଷ ପାଇଁ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସଭାଗୃହ ଠାରେ ସରପଞ୍ଚ, ସମିତିସଭ୍ୟ ଓ ଓଡିଶା ଜୀବିକା ମିଶନର ସିଆରପି ଓ କୃଷିମିତ୍ର, ସରକାରୀ କୃଷି ବିଭାଗ ଓ ଚାଷୀ ମାନଙ୍କୁ ନେଇ ମିଲେଟ ମିଶନର ପ୍ରଚାର ପ୍ରସାର କିଭଲି ଭାବରେ ହୋଇ ପାରିବ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପାଇକମାଲ
Read More...

ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରେ ବଲାଙ୍ଗିର ଜିଲ୍ଲା
Read More...