Yearly Archives

2023

ଅଷ୍ଟମ ଦିନରେ ପହଞ୍ଚିଲା ଘରପଟ୍ଟା ପାଇଁ ଆମରଣ ଅନଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘର ପଟ୍ଟା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆର୍ଜିପଲ୍ଲୀ ଗ୍ରାମବାସୀଙ୍କ ଆମରଣ ଅନଶନ ମଙ୍ଗଳବାର ନବମ ଦିନରେ ପହଞ୍ଚିଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପ୍ରତିକାର ଅବା ନିର୍ଭର ପ୍ରତିଶ୍ରୁତି ମିଳିନଥିବା ହେତୁ
Read More...

ସଇଁତଲାରେ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ଓ ପରିବହନ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲେ ।
Read More...

ମନ୍ତ୍ରୀଙ୍କ ଦ୍ୱାରା ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଓ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଋଣ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜେନ୍ଦ୍ର ନାରାୟଣ ଷ୍ଟାଡିୟମଠାରେ ସୋମବାର ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଯୋଜନା ଓ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜଳ ସମ୍ପଦ, ପରିବହନ ଓ
Read More...

ବାଙ୍ଗାଲୁରରେ ଲୁଚି ରହିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀକୁ ଗିରଫ କରି ଜେଲ ପଠାଇଲା ଖପ୍ରାଖୋଲ ପୋଲିସ : ଦୁଇଜଣ ଫେରାର…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ଥାନାରେ ଅଭିଯୋଗ ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ
Read More...

ଭାରତର ଜି – ୨୦ ଅଧ୍ୟକ୍ଷତା ଉପରେ ଏକ ଇ – ପୁସ୍ତକ ‘ପିପୁଲ୍ସ ଜି – ୨୦’ କୁ…

ଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀ ଠାରେ ଭାରତର ଜି - ୨୦ ଅଧ୍ୟକ୍ଷତା ଉପରେ ଏକ ଇ - ପୁସ୍ତକ 'ପିପୁଲ୍ସ ଜି - ୨୦' କୁ ଉନ୍ମୋଚନ କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Read More...

ସଂସଦର ବିଶେଷ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଦିଲ୍ଲୀ, (ପିଆଇବି) : ନମସ୍କାର ବନ୍ଧୁଗଣ,ମୁନ୍ ମିଶନ, ଚନ୍ଦ୍ରଯାନ-3 ର ସଫଳତା ସହିତ ଆମର ତ୍ରିରଙ୍ଗାକୁ ଗର୍ବରେ ଉଡ଼ାଯାଇଛି । ଶିବଶକ୍ତି ପଏଣ୍ଟ ନୂଆ ପ୍ରେରଣାର କେନ୍ଦ୍ର ପାଲଟିଛି, ତ୍ରିରଙ୍ଗା ପଏଣ୍ଟ ଆମକୁ ଗୌରବାନ୍ବିତ କରିଛି । ସମଗ୍ର ବିଶ୍ବରେ ଯେତେବେଳେ ଏପରି ଉପଲବ୍ଧି ହୋଇଥାଏ
Read More...

ଜିଲ୍ଲା ପ୍ରଶାସନ ଖପ୍ରାଖୋଲ ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ଖପ୍ରାଖୋଲ ବ୍ଲକ ଅଫିସର ସଭା ଗୃହରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଛି । ବ୍ଲକ ଅଫିସରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ
Read More...

ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଦ୍ୱିତୀୟ ଥର ପାଇଁ ଉପସଭାପତି ହେଲେ ବବିତା ପୁଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି ଭାବେ ଶ୍ରୀମତୀ ବବିତା ପୁଟେଲଙ୍କୁ ମନୋନୀତ କରାଯାଇଛି । ଏଥିପାଇଁ ଶ୍ରୀମତୀ ପୁଟେଲ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ
Read More...

ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କୁ ଭେଟିଲେ ଲୋଇସିଂହା ବିଧାୟକ ଡଃ.ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଭେଟି ଆଜି ସମର୍ଥନ ଜଣାଇଛନ୍ତି ଲୋଇସିଂହା ବିଧାୟକ ଡଃ.ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବୀ ସରକାର ମାନିନେବା ଉଚିତ୍‌ । ଶିକ୍ଷକମାନେ
Read More...

ଟିଟିଲାଗଡ ଡିଏନ୍‌ ରିସର୍ଟଠାରେ ବାଲକିଶନ ସତ୍ୟନାରାୟଣ ଗୁପ୍ତା ପରିବାର ପକ୍ଷରୁ ଶ୍ରୀମଦ୍ ଭାଗବତ କଥା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଆଧୁନିକ ଯୁଗରେ ପାଦ ପକାଇ ଆଗକୁ ବଢ଼ୁଥିବା ବେଳେ ଏବେ ବି ନିଜର ଧର୍ମ ସଂସ୍କୃତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଘରେ ଘରେ ପୂଜାର୍ଚ୍ଚନା, ଗୀତା ଭାଗବତ ପଠନ କରାଯାଇଥାଏ । ନିଜ ପରିବାର ଲୋକଙ୍କୁ ଯଦି ସଂସ୍କାର ଦେବାକୁ ହେଲେ
Read More...