Yearly Archives

2023

ବଲାଙ୍ଗିର ବନ ବିଭାଗ ପକ୍ଷରୁ କଣ୍ଟାବାଂଜିରେ ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ୍‌, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦେଶରେ କଣ୍ଟାବାଞ୍ଜି ୱାର୍ଡ ନଂ.୧ର ମୋହନ ଟଙ୍କଙ୍କ ଘରେ ବଲାଙ୍ଗିର, ଦେଓଗାଁ, ବଙ୍ଗୋମୁଣ୍ଡା, ପାଟଣାଗଡ ଏବଂ କଣ୍ଟାବାଞ୍ଜି ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର ଡିଭିଜନାଲ ମୋବାଇଲ୍ ସ୍କ୍ୱାର୍ଡ ସହିତ ପୋଲିସ୍
Read More...

ଆସନ୍ତା ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ରୋୟଲ ସିନେମା ହଲଠାରେ ମୁକ୍ତିଲାଭ କରିବ ‘ଶତୃ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡ଼ିଆ ଭାଷାରେ ନିର୍ମିତ ହୋଇଥିବା ଏକ ଚମତ୍କାର ଚଳଚ୍ଚିତ୍ର 'ଶତୃ' ଆସନ୍ତା ଅକ୍ଟୋବର ମାସ ୮ ତାରିଖକୁ ବଲାଙ୍ଗିର ରୋୟଲ ସିନେମା ହଲ୍‌ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ବିଷୟକୁ ନେଇ ଆଜି
Read More...

ଦନ୍ତାହାତୀର ଉପଦ୍ରବ

ବଣାଇଗଡ଼, (ହବିବ ମହମ୍ମଦ) : ବଣାଇ ରାଉରକେଲା ଜାତୀୟ ରାଜପଥ ୧୪୩ ବାବୁନୁଆଗାଁ ଛକ ପାଖ ରାସ୍ତାକୁ ଦନ୍ତା ହାତୀ ଆଜି ଦିନ ସାରା ଅବରୋଧ କରି ରଖିଛନ୍ତି । ସ୍ଥାନୀୟ ଚାଷୀଙ୍କ ଦରଫୁଟା ଧାନ ଖାଇ ଚାଷୀଙ୍କୁ ସର୍ବସ୍ୱାନ୍ତ କରି ଶତାଧିକ ଗାଡି ରାସ୍ତା ମଝିରେ ଦିନ ସାରା ଅଟକାଇ ରଖିଛନ୍ତି ।
Read More...

ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ କେନ୍ଦୁପତ୍ର ଶ୍ରମିକଙ୍କ ଦାବୀ ହାସଲ ପାଇଁ ଦୁର୍ବାର ଆନ୍ଦୋଳନର ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ସ୍ତରରେ ନୃସିଂହନାଥଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ୍‌ର ୯ଟି ରେଞ୍ଜର ସିଜିନାଲ କର୍ମଚାରୀ, ବନ୍ଧେଇ, ଶ୍ରମିକ,
Read More...

ବେଆଇନ କଫ ସିରପ ବିକ୍ରି କରୁଥିବା ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ହେଲା ବଲାଙ୍ଗିରରେ ଚାଲିଥିବା ବିଭିନ୍ନ ଅପରାଧ ଓ ଅପରାଧୀମାନଙ୍କୁ ଦମନ କରିବା ପାଇଁ ଏସ୍‌ପି ରିଷିକେଶ ଖିଲାରୀଙ୍କ ତତ୍ଵାବଧାନରେ ଏକ ସ୍ପେସାଲ ଟିମ ଗଠନ କରାଯାଇ ବିଭିନ୍ନ କଫ ସିରପ ବେପାରୀ, ଗଞ୍ଜେଇ ବେପାରୀ, ବେଆଇନ୍‌ ମଦ ବେପାରୀମାନଙ୍କୁ
Read More...

ଆଜି ମୁସଲମାନ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମୁସଲମାନ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରରେ ଅତି ହର୍ଷ ଉଲ୍ଲାସର ସହ ମୁସଲମାନମାନେ ମହମ୍ମଦ ଜୟନ୍ତୀ ପାଳନ କରୁଛନ୍ତି । ଏହି ଅବସରରେ ସହରର ସବୁ ମୁସଲମାନମାନେ ଏକ ଶାନ୍ତି ଓ ସଦ୍ଭାବନା ଶୋଭାଯାତ୍ରା କରିଥିଲେ
Read More...

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରବର୍ଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସକାଳେ ରାଉଣ୍ଡ ଡ୍ୟୁଟିରେ ଡାକ୍ତର ଆସି ନ ଦେଖିବା ଯୋଗୁଁ ରୋଗୀଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର ବର୍ଗ । ବୁଧୁବାର ରାତିରେ ଟିଟିଲାଗଡ ନିକଟସ୍ଥ କୁମୁଡ଼ି ପଦର ଗ୍ରାମର
Read More...

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ୱର ଚମ୍ପିୟାନ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ ବଲାଙ୍ଗିର, (କେପିଏ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ ପିଆର ହାଇ ସ୍କୁଲ ଇଣ୍ଡୋର
Read More...

ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ : ନବୀନ ମୁଣ୍ଡା

ଲୋଇସିଂହା, (କେପିଏନ୍‌ଏସ୍‌) : ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ । ମିଡ଼ିଆ ସାମ୍ନାରେ ଏଭଳି ଗୁହାରି କରିଛନ୍ତି ଜଣେ ବ୍ୟକ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନାର ସେମେଲମୁଣ୍ଡା ଗାଁର ବାସିନ୍ଦା ନବୀନ ମୁଣ୍ଡା । ସେ
Read More...

ବିଭିନ୍ନ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ଅଭିଯାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତରେ ଆଜି ବିଜେଡିର ଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଲପଡା, ଭାଲୁମୁଣ୍ଡା, ତୁରେକେଲା, ଜୁରାବନ୍ଧ, ବିରିପାଲି, ବଳଧା, କପିଲାଭଟା ପଞ୍ଚାୟତର
Read More...