Yearly Archives

2023

ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ): ଭୁବନେଶ୍ୱର ସ୍ଥିତ ସୋୟା ୟୁନିଭରସିଟି ପରିସରରେ ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫଟୋଗ୍ରାଫିକ କମ୍ପାନୀ ତତ୍‌ ସଙ୍ଗେ ସଙ୍ଗେ ବିଭିନ୍ନ ଫଟୋଗ୍ରାଫି ଉପକରଣକୁ ନେଇ ଏକ ସୁନ୍ଦର ମେଳାର ଆୟୋଜନ
Read More...

ମହିଳା ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ଔପଚାରିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ନବ ଗଠିତ ପରିଚାଳନା କମିଟି ଓ କର୍ମଚାରୀ ବୃନ୍ଦଙ୍କ ପ୍ରଥମ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ପୁରୋହିତ । ଅଧ୍ୟକ୍ଷା
Read More...

ବଲାଙ୍ଗିର ସହରର ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ମା'ମାନେ ପୁଅର ଦୀର୍ଘ ଜୀବନ ଓ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଛନ୍ତି । ଏହି ବ୍ରତରେ ମା' ଦୂତିବାହନଙ୍କୁ ପୂଜା କରି ମା'ମାନେ ପୁଅମାନଙ୍କ ପାଇଁ ଦୀର୍ଘାୟୁ ମାଗିଛନ୍ତି । ଆଜିଠାରୁ ଖଣ୍ଡା ବସା
Read More...

ପୁଅ ଜିଉଁନ୍ତିଆ ଓଷାରେ ମା’ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ା ଗ୍ରୀଡ଼୍‌କୋ ପଛପଟ ପଡ଼ାରେ ମା'ମାନେ ପୁଅ ମାନଙ୍କ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ବ୍ରତରେ ମା' ଦୂତିବାହନଙ୍କୁ ପୂଜା କରି ମା'ମାନେ ପୁଅମାନଙ୍କ ପାଇଁ ଦୀର୍ଘାୟୁ
Read More...

ଆଜି ପବିତ୍ର ଦୂତୀ ବାହାନ ଓଷା ବା ପୁଅ ଜିଉଁତିଆ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଦୂତୀ ବାହାନ ଓଷା । ଦୂତୀ ବାହାନ ଓଷା ବା ପୁଅ ଜିଉଁତିଆ ଓଷା ପଶ୍ଚିମ ଓଡ଼ିଶାରେ ପାଳିତ ଏକ ଓଷା ।ମା'ମାନେ ପୁଅର ଦୀର୍ଘ ଜୀବନ ଓ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟକ୍ଷ ଡ଼ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଛାତ୍ରଛତ୍ରୀମାନଙ୍କୁ ସ୍ୱାଗତ
Read More...

ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ । କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି । ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରଫେସର ଏମ୍ ଏସ୍
Read More...

ଶାସନପାଲି ଗାଁରୁ ୮ କିଲୋ ଗଂଜେଇ ଜବତ୍‌ କଲା ତୁଷୁରା ଅବକାରୀ ବିଭାଗ, ୧ ଗିରଫ୍‌

ତୁଷୁରା, (କେପିଏନ୍‌ଏସ୍‌) : ନିକଟସ୍ଥ ଶାସନପାଲି ଗାଁରୁ ୮ କିଲୋ ଗଂଜେଇ ଜବତ୍‌ କରିଛି ତୁଷୁରା ଅବକାରୀ ବିଭାଗ । ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ୍‌ ହୋଇଥିବା ମଧ୍ୟ ଜଣାପଡ଼ିଛି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଶାସନପାଲି ଗାଁରେ ଜଣକ ଘରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ
Read More...

ଦୈବସ୍ଥଳୀ ଜମିକୁ ଜବରଦଖଲ କରି ଜଣେ ଆଞ୍ଚଳିକ ନେତା ଧମକ ଦେଉଥିବା ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଦୈବସ୍ଥଳୀ ଜମିକୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ ତରଫରୁ ଜବରଦଖଲ ଜାଗାକୁ ଦେଖିବାକୁ ଆସିଥିବା କିଛି ପ୍ରଶାସନିକ କର୍ମଚାରୀ ଏବଂ କିଛି ସାମ୍ବାଦିକଙ୍କୁ ସ୍ଥାନୀୟ ଜଣେ ଆଞ୍ଚଳିକ
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଗଠିତ : ସଭାପତି ହେଲେ ରଶ୍ମିରଞ୍ଜନ ପୁଟେଲ, ସଂପାଦକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ବଙ୍ଗୋମୁଣ୍ଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ପରେ
Read More...