Yearly Archives

2023

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି

୫ଟି ସହରରେ ସମ୍ପୂର୍ଣ୍ଣ ଭାବେ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ଉପକୃତ ହେଲେ ୧୨ ଲକ୍ଷ ୩୦ ହଜାର ଲୋକପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବାଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟଜଳସାଥୀ ମା’ ମାନଙ୍କ ସଫଳତା
Read More...

କରୁଆଁଝର ଗାଁରେ ବିଜେପି ରାଜ୍ୟ ସଭାପତିଙ୍କୁ ଭବ୍ୟ ସ୍ଵାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ କରୁଆଁଝର ଗାଁରେ ଖପ୍ରାଖୋଲ ବିଜେପି ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂହଦେଓ, ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ବିଜେପି ବଲାଙ୍ଗିର
Read More...

ବଲାଙ୍ଗିର ସହରର କପଡା ବେପାରୀଙ୍କ ଉପରେ ଜିଏସ୍‌ଟି ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କପଡା ବେପାରୀଙ୍କ ଉପରେ ଜିଏସ୍‌ଟି ଚଢାଉ ଚାଲିଥିବା ସୂଚନା ମିଳିଛି । ସହରର ସୁଦପଡ଼ା ସ୍ଥିତ ରୋୟାଲ ଗାର୍‌ମେଣ୍ଟ୍‌ସ୍‌ ଓ ରାକେଶ କ୍ଲଥ୍‌ ଷ୍ଟୋରର ଗୋଦାମ ଘର ଉପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବା ଜଣାପଡିଛି । ତେବେ ଏହାର
Read More...

କୁଟାସିଂହାରେ ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହାଠାରେ ସାର୍ବଜନୀନ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅମୀୟ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ପୂର୍ବ ବର୍ଷର ବିବରଣୀ ସାଙ୍ଗକୁ ଚଳିତ ବର୍ଷର
Read More...

ଏକ ଦିବସୀୟ ରକ୍ତବର୍ଗ ଚିହ୍ନଟ ଶିବିର ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ୍‌ ତଥା ଶହୀଦ ଭାଗତସିଂ ସ୍କାଉଟ ଟ୍ରୁପ୍ ତରଫରୁ ଏକ ଦିବସୀୟ ରକ୍ତବର୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର
Read More...

ୱାଇସିଡିଏ ସଂସ୍ଥା ପକ୍ଷରୁ ଶିଶୁ ସୁରକ୍ଷା ଓ ଦାନଉତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଭାରତରେ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦାନଉତ୍ସବ ଭାବରେ ପାଳନ କରାଯାଇଥାଏ । ଜୟ ଅଫ ଗିଭିଂ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ । ସମାଜର ଅବହେଳିତ ବର୍ଗର ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଦାନ୍ୟ ବ୍ୟକ୍ତିମାନେ ଆଗେଇ ଆସୁଛନ୍ତି ।
Read More...

କଲେଜଛକ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ପୂଜା ପାଇଁ ନୂତନ କମିଟି ଗଠିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜଛକ ସ୍ଥିତ ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୁର୍ଗାପୂଜା ୨୧ ବର୍ଷରେ ପଦାର୍ପଣ କରୁଥିବା ବେଳେ ପ୍ରତିବର୍ଷ ପରି ମଧ୍ୟ ପୂଜା
Read More...

ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌

ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏଏ ଓ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା
Read More...

ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନିତ ହେଲେ ଐତିହାସିକ ଶଶାଙ୍କ ଶେଖର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା 'UNSUNG FREEDOM FIGHTER OF ODISHA' ଉପରେ ଦୁଇ ଦିନିଆ ଜାତୀୟ ସେମିନାର ଅବସରରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଐତିହାସିକ ଭାବରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଠ
Read More...

ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବଲାଙ୍ଗିର ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ମାହାର ସମାଜର ପାଞ୍ଚଟି ଜିଲ୍ଲାରର ସମାଜିକ ପ୍ରତିନିଧି ତଥା ମାହାର ସମାଜର ଲୋକଙ୍କୁ ନେଇ ଏକ ବିଶାଳ ମାହାର ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ମା' ପାଟଣେଶ୍ୱରୀ
Read More...