Yearly Archives

2023

ବିଭିନ୍ନ ସ୍ଥାନରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାର ବିଭିନ୍ନ ସ୍ଥାନରେ ବଙ୍ଗୋମୁଣ୍ଡା ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବଙ୍ଗୋମୁଣ୍ଡା ଆର୍ ଆଇ କାର୍ଯ୍ୟାଳୟ ସମ୍ମୁଖରେ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ
Read More...

ମହାନତା ଦେଖାଇଲେ ଦ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନତା ଦେଖାଇଲେ ଦ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ । ସୂଚନା ଅନୁସାରେ ଦ ହ୍ୟୁମାନିଟି ଫାଉଣ୍ଡେସନ ଆର୍‌ଏସ୍‌ପି କର୍ମଚାରୀ ଅରୁଣ କୁମାର ଶ୍ରୀରାମଙ୍କ ଦେହ ହଠାତ୍‌ ଖରାପ ହେବା କାରଣରୁ ତାଙ୍କୁ ଭେଲୋର ରେଫର୍ କରାଯାଇଥିଲା । ସେଠାରେ ତାଙ୍କୁ ୪
Read More...

ଝରକା ତାଡ଼ି ୨୫ ଭରି ସୁନା, ଗହଣା ଓ ଟଙ୍କା ଲୁଟ : ଚିନ୍ତାରେ ଘର ମାଲିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ନିକଟସ୍ଥ ତଥା ଛତ୍ରପୁର ଥାନା ଅଧୀନସ୍ଥ ତୁଳସୀନଗର ୪ର୍ଥ ଲେନ ବାସିନ୍ଦା କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଚୋର ଦୁର୍ବୃତ୍ତ କଳାକନା ବୁଲେଇ ଦେଇଛନ୍ତି । ସୋମବାର ମଧ୍ୟରାତ୍ରି ଅବା ବିଳମ୍ବିତ ରାତ୍ରିରେ ଘରେ
Read More...

ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତି ସମାରୋହ ପାଇଁ ଅଗ୍ରୱାଲ ସଭା ପକ୍ଷରୁ ଦାଂଡ଼ିଆ ନାଇଟ ପ୍ରତିଯୋଗିତା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତି ପାଳନ ପାଇଁ ଚଳିତବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୬ ତାରିଖରୁ ବିଭିନ୍ନ ବିଷୟରେ ଅଗ୍ରୱାଲ ସମାଜର ସମସ୍ତ ପରିବାର ସଦସ୍ୟଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଉଅଛି
Read More...

ବଲାଙ୍ଗିରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ, ୪ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ବଲାଙ୍ଗିର ଟାଉନ ସଦର, ପୁଇଁତଲା, ଲୋଇସିଂହା ଥାନା ଅଂଚଳରେ ଚଢ଼ାଉ କରାଯାଇଥିବା ବେଳେ
Read More...

ଗୋପବନ୍ଧୁ ପାଠାଗାରର ବିଂଶତମ ବାର୍ଷିକ ଉତ୍ସବ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଗୋପବନ୍ଧୁ ପାଠାଗାରର ବିଂଶତମ ବାର୍ଷିକସମାରୋହର ପଞ୍ଚମ ତଥା ଅନ୍ତିମ ଦିବସର ପ୍ରଥମ ଅଧିବେଶନକୁ ଅକ୍ଟୋବର ୯ ତାରିଖ ସକାଳ ୧୦.୪୫ମି.ରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ
Read More...

ଟିଟିଲାଗଡ ବ୍ଲକ ବିଜେପୁରଠାରେ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ ସାହୁ) : ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟ ବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ଲୋକଙ୍କ ନିକଟକୁ ଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବା ଉଦ୍ଧେଶ୍ୟରେ ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଏ । ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌
Read More...

ରାଉରକେଲା ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଇତିହାସବିଭାଗ ତରଫରୁ 'ଆଲୋଚନା ଚକ୍ର' ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠଚକ୍ରର ବିଷୟ "କେନ୍ଦୁଝର ବିଦ୍ରୋହରେ ଧରଣୀଧର ନାୟକଙ୍କ ଭୂମିକା" ଶୀର୍ଷକ ଆଲୋଚନାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା
Read More...

ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ମା’ ପାଟଣେଶ୍ୱରୀ ମନ୍ଦିର ଏବଂ ମା’ ସମଲେଶ୍ୱରୀ ମନ୍ଦିର ଦେବୋତ୍ତର ବିଭାଗ ଅବହେଳା ଯୋଗୁଁ ଅଗଷ୍ଟ ୧୩ ତାରିଖ ଦିନ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାକୁ ନେଇ ପ୍ରତିବାଦ ସଭା କରାଯିବ ବୋଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...