Yearly Archives

2023

ଘରୋଇ କମ୍ପାନୀର ଟ୍ୟାଙ୍କର ଧକ୍କାରେ ଉପୁଡିଲା ନିମ୍ବ ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଆର. ଟି. ଓ ଛକ ନିକଟରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏକ ଘରୋଇ କମ୍ପାନୀର ଟ୍ୟାଙ୍କର ଟିଟିଲାଗଡ଼ ପଟୁ ଆସୁଥିବା ସମୟରେ ଆର. ଟି. ଓ ଛକ ନିକଟରେ ଥିବା ଏକ ପୁରୁଣା ନିମ୍ବ ଗଛକୁ ଧକ୍କା ଦେଇଥିଲା । ଯାହାଫଳରେ
Read More...

ଦୁର୍ଗାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ହେଲେ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଠାରେ କେନ୍ଦ୍ର ସରାକରଙ୍କ ପ୍ରାୟୋଜିତ ଆକାଂକ୍ଷୀ କାର୍ଯ୍ୟକ୍ରମ ଓ ସଂକଳ୍ପ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସପ୍ତାହ ବ୍ୟାପୀ ସ୍ୱାସ୍ଥ୍ୟ, ଶିକ୍ଷା, ମିଶନ ଶକ୍ତିି ପାନୀୟ ଜଳ, ପରିମଳ ଓ ସାମାଜିକ ନିରାପତ୍ତା
Read More...

ନଅଗାଁ (ଖ) କଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରାଥମିକ ବିଦ୍ୟାଳୟଠାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରତ୍ୟକ୍ଷ ସହଯୋଗ ଓ ତତ୍ଵାବଧାନରେ କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବକୃତା, ଗୀତ, ନାଚ, ଚିତ୍ରାଙ୍କନ, କୁଇଜ
Read More...

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ଡ଼ିଆଇଜିଙ୍କୁ ଚିଠି ଲେଖିଲେ ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ବିଭିନ୍ନ ପ୍ରାନ୍ତରେ ହିନ୍ଦୁ ପାର୍ବଣ ଓ ଶୋଭାଯାତ୍ରା ଗୁଡିକରେ ଯୋଜନାବଦ୍ଧ ଭାବରେ ଆକ୍ରମଣ ଘଟଣା ବୃଦ୍ଧି ପାଇଥିବା ବେଳେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତାବ୍ୟକ୍ତ
Read More...

ଭୀମଭୋଇ ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିଲା । ବୈଠକରେ ମାନ୍ୟବର
Read More...

ଏକ ସ୍ୱାୟତ୍ତ ସଂସ୍ଥା ଭାବେ ‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ମେରା ଯୁବ ଭାରତ (ମାଇ ଭାରତ) ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ଯୁବ ବିକାଶ ଏବଂ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ବୈଷୟିକ ଜ୍ଞାନକୌଶଳ
Read More...

ଏସୀୟ କ୍ରୀଡ଼ା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ‘‘ଏସୀୟ କ୍ରୀଡ଼ାରେ ଆମ କ୍ରୀଡ଼ାବିତଙ୍କୁ ଅସାଧାରଣ ପ୍ରଦର୍ଶନ ଯୋଗୁ ସାରା ଦେଶ ଆନନ୍ଦରେ ଅଧୀର ହୋଇପଡ଼ିଛି’’• ‘‘ବର୍ତ୍ତମାନ ସୁଦ୍ଧା ଏହା ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମେ ସଠିକ ମାର୍ଗରେ ଅଗ୍ରସର ହେବା ଏକ ଆତ୍ମସନ୍ତୋଷର ବିଷୟ’’• ‘‘ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାରେ,
Read More...

ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି…

ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ : ୨ କୋଟି ଲକ୍ଷପତି ଦିଦିଙ୍କ ଠାରୁ ଆରମ୍ଭ କରି ଡ୍ରୋନ୍ ସହିତ ୧୫,୦୦୦ ମହିଳା ଏସଏଚଜିକୁ ସଶକ୍ତ କରିବା ପାଇଁ ଯୋଜନାଗୁଡିକ ଉପରେ ଆଲୋଚନାଜନ ଔଷଧି ଷ୍ଟୋର୍ ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ଯୋଜନାର ମଧ୍ୟ ସମୀକ୍ଷା ଦିଲ୍ଲୀ, (ପିଆଇବି) :
Read More...

ଅକ୍ଟୋବର ୨୧ ତାରିଖରେ ‘ଗଗନାୟନ’ ପରୀକ୍ଷଣ ଯାନ ମହାକାଶ ଉଡାଣ ଅର୍ଥାତ୍ ‘ଗଗନାୟନ’ ପରୀକ୍ଷଣ ଯାନ ବିକାଶ…

ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ' ଅଭିଯାନ ପୂର୍ବରୁ , ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ ମହାକାଶଚାରୀ ‘ବ୍ୟୋମମିତ୍ର' ରହିବେପ୍ରଧାନମନ୍ତ୍ରୀ ମୋଦୀ ଗତ ୯ ବର୍ଷ ମଧ୍ୟରେ ଭାରତର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛନ୍ତି ଏବଂ ଏକ ଅନୁକୂଳ ପରିବେଶ ପ୍ରଦାନ
Read More...

୨୦ରେ ସଇଁତଲା ଅଧିଷ୍ଟାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ଯାତ୍ରା

ସଇଁତଲା, (ପ୍ରମୋଦ ସେଲମା ) : ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠରେ ମା'ଙ୍କ ଆଗମନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ୧୪ ତାରିଖରୁ ଧରାପୃଷ୍ଠକୁ ଅବତରଣ କରିବେ ମା' ଦଶଭୁଜା ଦୁର୍ଗା । ତା' ପରେ ଗାଁ ଗାଁରେ ଆରମ୍ଭ ହେବ ଦେବୀ ପୂଜା । ଏହି ପୂଜାକୁ ନିଜ ନିଜ
Read More...