Yearly Archives

2023

ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ସେ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଚଳିତ ବର୍ଷ ତାଙ୍କ ଭଉଣୀଙ୍କ ଦେହାନ୍ତ କାରଣରୁ ସେ ନିଜ ଜନ୍ମଦିନ ପାଳନ କରିବେ ନାହିିଁ ବୋଲି ସୂଚନା ମିଳିଛି ।
Read More...

ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ଅଗ୍ରସେନ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନବରାତ୍ରିର ପ୍ରଥମ ଦିନକୁ ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଟିଟିଲାଗଡ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୬ ତାରିଖରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ
Read More...

ବାବୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରକ୍ତଦାନ ଶିବିର

ସୋନପୁର, (କେପିଏନ୍‌ଏନ୍‌) : ସଦର ବ୍ଲକ ସ୍ଥିତ ବାବୁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ. ରାଧାକାନ୍ତ
Read More...

ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ ସେକ୍ଟର ୭ ସ୍ଥିତ ସଂସଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ଵ ତଥା
Read More...

ଆନ୍ତଃରାଜ୍ୟ କାଠ ମାଫିଆ ସକ୍ରିୟ : କେନ୍ଦୁ କାଠଗଣ୍ଡି ସହ ପିକଅପ୍‌ ଭେନ୍‌ ଜବତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋର ବନବିଭାଗ ରବିବାର ସକାଳୁ ବେଆଇନ ଭାବେ ଚାଲାଣ ହେଉଥିବା ଗୋଟିଏ କେନ୍ଦୁକାଠ ବୋଝେଇ ପିକଅପ୍‌ ଭେନ୍‌କୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ତିନି ଜଣ ଦଲାଲ ଫେରାର ହୋଇଯାଇଥିବା ଲାଠୋର ବନବିଭାଗ ପକ୍ଷରୁ ସୂଚନା
Read More...

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ଦଧାନା
Read More...

୨୧ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଳୟା ଶ୍ରାଦ୍ଧରେ ୧୦୮ ବ୍ରାହ୍ମଣଙ୍କ ପଦଧୌତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ ପିତୃପକ୍ଷ । ମହାଳୟା ଅମାବାସ୍ୟା ଦିନ ହିଁ ପିତୃପକ୍ଷରୁ ପରିସମାପ୍ତି ଘଟିଥାଏ । ଏହି ପନ୍ଦର ଦିନର ଅବଧିରେ ଲୋକମାନେ ପିତୃଋଣକୁ ପରିଶୋଧ କରିବାପାଇଁ ଶ୍ରଦ୍ଧା ଦେଇଥାନ୍ତି । ହିନ୍ଦୁ
Read More...

ସଇଁତଲା ସହରର ବିଭିନ୍ନ ସମସ୍ୟା ଦାବୀ ନେଇ, କଂଗ୍ରେସ ଦଳର ୮ ଘଣ୍ଟିଆ ବନ୍ଦ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ରବିବାର ଶାନ୍ତି ଶୃଙ୍ଖଳା ସହ ସଇଁତଲା ବନ୍ଦ ସଫଳ ହୋଇଛି । ଏଥିରେ ୮ ଘଣ୍ଟା ଧରି ସହରର ସମସ୍ତ ଦୋକାନ ବଜାରଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଲା । ଏପରିକି
Read More...

କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ.…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚାକୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନଙ୍କ ୯୨ତମ ଜନ୍ମ ଦିବସ ଅବସରରେ
Read More...

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ କୁଚିଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ମହାସମାରୋହରେ ସମାପନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା
Read More...