Yearly Archives

2023

କୂଷ୍ମାଣ୍ଡା ବେଶରେ ଆଜି ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କୂଷ୍ମାଣ୍ଡା ବେଶରେ । ସହର ତଥା ଜିଲ୍ଲାର ସମସ୍ତ ଦେବୀ ପୀଠରେ ଆଜି କୂଷ୍ମାଣ୍ଡା ରୂପରେ ପୂଜା ପାଇଛନ୍ତି ଜଗତ୍‌ଜନନୀ ଦୁର୍ଗତିନାଶିନୀ ମା’ । ତେବେ ତାଙ୍କ କୂଷ୍ମାଣ୍ଡା ବେଶ ସଂପର୍କରେ ପୌରାଣିକ କଥାବସ୍ତୁ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ ଆଉଟ୍‌ ଫୁଟ୍‌ବଲ୍‌ ଉଦ୍‌ଯାପିତ

ଅମାମୁଣ୍ଡାକୁ ହରାଇ ପୋଗ୍ରେସିଭ୍‌ କ୍ଲବ ଚମ୍ପିୟାନଗାନ୍ଧୀ ଷ୍ଟାଡିୟମଠାରେ ଲାଗିବ ଫ୍ଲଡଲାଇଟ : ମୁଖ୍ୟ ଅତିଥିଙ୍କ ଘୋଷଣା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଫାଇନାଲ ଖେଳରେ ପୋଗ୍ରେସିଭ କ୍ଲବ ବଲାଙ୍ଗିର
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱିବାର୍ଷିକ ସାଧାରଣ ସଭା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱିବାର୍ଷିକ ସାଧାରଣ ସଭା ୟୁନିୟନର ସଭା କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ୟୁନିୟନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଛି । ଉକ୍ତ ସାଧାରଣ ସଭାରେ ଜୋନାଲ ସାଧାରଣ ମହାସଚିବ ତଥା ସର୍ବ
Read More...

ଯୁବ ସମ୍ବାଦ ଭାରତ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟଠାରେ ଭାରତ ସରକାରଙ୍କ ଯୁବ ବିକାଶ ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ମିଳିତ ଆନୁକୁଲ୍ୟରେ ଯୁବ ସମ୍ବାଦ ଭାରତ ସଚେତନତା ଶିବିର
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସାମ୍ପ୍ରସାରିତ କାର୍ଯ୍ୟକାରୀ ସଦସ୍ୟଙ୍କର ବୈଠକ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ସଭ୍ୟଗଣ ନିଜ ନିଜର
Read More...

ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର
Read More...

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ଯାଉଛି ଓଡିଶା

ଏହି ଉତ୍ସବ ବ୍ରହ୍ମହପୁର, ସମ୍ବଲପୁର, ଅନୁଗୁଲ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହେବଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଲାଶେଷ ଦାଖଲ ତାରିଖ ୧୭ ନଭେମ୍ବର, ୨୦୨୩ ଏହି ଉତ୍ସବରେ ବିଭିନ୍ନ ବର୍ଗରେ ନଗଦ
Read More...

ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ହରିଶଙ୍କର ଗସ୍ତ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ହରିଶଙ୍କର ଗସ୍ତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହରିଶଙ୍କରର ବିକାଶ ପାଇଁ ପୂର୍ତ୍ତ ବିଭାଗ ଦ୍ଵାରା ଚାଲିଥିବା
Read More...

କାଳୀଡୁଙ୍ଗୁରି ଜଙ୍ଗଲରେ ବରାହ ଫାଶରେ ଶିକାରୀଙ୍କ ମୃତ୍ୟୁ ସନ୍ଦେହ : ଘଟଣା ସ୍ଥଳରୁ ଶବ ଗାଏବ, ଜଙ୍ଗଲ ଯାଇ ଫେରି ନଥିବା…

ଜଙ୍ଗଲରେ ପୋଲିସ ଓ ବନ ବିଭାଗ ଖୋଜୁଛି ଶବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ କାଳୀଡୁଙ୍ଗୁରିରେ ଜଣେ ଶିକାରୀ ବରାହ ଫାଶରେ ପଡି ମୃତ୍ୟୁବରଣ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ପରିବାର ଲୋକେ
Read More...

ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ…

ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଅଭିନନ୍ଦନ ଜଣାଇବା ସହ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଭୁବନେଶ୍ୱର : ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ
Read More...