Yearly Archives

2023

ପାଣିମଡ଼ାକୁ କେନ୍ଦ୍ରକରି ଆକ୍ରମଣ, ଜଣେ ମୃତ

ସାହାଜପାଲ, (କେପିଏନ୍‌ଏସ୍‌) : ବୌଦ୍ଧ ବ୍ଲକ ତାଳସରଡ଼ା ପଞ୍ଚାୟତ ଅନ୍ତର୍ଗତ କନକପୁର ଗ୍ରାମରେ ଚାଷ ଜମିରେ ପାଣିମଡ଼ା ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ଏଥିରେ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅବୁଧତ ତରିଆ । ସୂଚନା ଅନୁସାରେ, କନକପୁର
Read More...

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦିଆଯାଉ : ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଛତ୍ରପୁର ଉପକଣ୍ଠ ମାଟିଖାଲ୍‌ ସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମୃତକ ପରିବାର ସଦସ୍ୟମାନେ ଗତ ୧୭ ତାରିଖରୁ ପୁଣି
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ଷ୍ଟୋର ମ୍ୟାନେଜର

କଟକ : କଟକ ଆର୍‌ଏମ୍‌ଏସ୍‌ ଷ୍ଟୋର ମ୍ୟାନେଜର ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କଲା ସିବିଆଇ ଟିମ୍‌ । କଟକ ବାଲିଯାତ୍ରା ପଡ଼ିଆ ପାଖରେ ସେ ଜଣେ ବ୍ୟକ୍ତିଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଥିବା ଜଣାପଡିଛି ।
Read More...

ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼

ପିପିଲି : ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି । ଗୁଳିମାଡ କରିଥିବା ସଂପୃକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ନିମାପଡ଼ା, ପିପିଲି, ଗୋପ ଓ ବଳଙ୍ଗା ଆଦି ୪ଟି ଥାନା ପୋଲିସ ମିଳିତ ଚଢ଼ାଉ କରିଥିବା ଜଣାପଡିଛି । ଖସି ପଳାଉଥିବା ବେଳେ ଗ୍ରାମବାସୀ ଓ ପୋଲିସ କାବୁ କରି ଫେରାର
Read More...

ରଘୁବର ଦାସ ହେବେ ଓଡ଼ିଶାର ରାଜ୍ୟପାଳ

ଭୁବନେଶ୍ୱର : ରଘୁବର ଦାସ ହେବେ ଓଡ଼ିଶାର ରାଜ୍ୟପାଳ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
Read More...

ଗଜପତି ମହାରାଜାଙ୍କୁ ଭେଟିଲେ ବିଜେପି ଟିମ୍‌

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜାଙ୍କୁ ଭେଟିଲେ ବିଜେପି ଟିମ୍‌ । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରିଛନ୍ତି ।
Read More...

୪୮ ଘଣ୍ଟାରେ ଲଘୁଚାପ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଗତିପଥ ଅସ୍ପଷ୍ଟ ଥିବା ବେଳେ ଅବପାତର ରୂପ ନେଇପାରେ ଲଘୁଚାପ । ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୨ ଦିନ ବର୍ଷା ସମ୍ଭାବନା ରହିଛି । ୨୩ରୁ ରାଜ୍ୟରେ ବଦଳିପାରେ ପାଣିପାଗ
Read More...

କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ । ୫୦ରୁ ୬୦ ଲକ୍ଷ ଟଙ୍କାର ମେଡିକାଲ ସାମଗ୍ରୀ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡ ଓ ସୁଇପର୍‌ ଏହି ଚୋରି କରିଥିବା କୁହାଯାଉଛି । ଏନେଇ କ୍ୟାପିଟାଲ ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା
Read More...

ବିଦ୍ୟୁତ ତାର ଲାଗି ଦୁଇ ଚାଷୀ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ଶସ୍ୟକ୍ଷେତ୍ରକୁ ବୋର ଚଲାଇବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିବା ଜଣା ପଡିଛି । ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ( ୭୦) ଓ ରାକେଶ ଚନ୍ଦ୍ର ସାହୁ( ୪୫) ।
Read More...