Yearly Archives

2023

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା
Read More...

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ଗାଜାର ଅଲ୍ ଅହଲି ହସ୍ପିଟାଲରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ● ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ବିପନ୍ନ ହୋଇଥିବା ସୁରକ୍ଷା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗଭୀର ଉଦବେଗ ପ୍ରକାଶ● ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର
Read More...

ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ

ମୂଲ୍ୟ ସ୍ଥିରତା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ
Read More...

ଟିଟିଲାଗଡ ଥାନା ସମ୍ମିଳନୀ କକ୍ଷରେ ଘଣ୍ଟାଶୁଣି ମନ୍ଦିର ପୂଜକ, ସମସ୍ତ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡର ମା' ଘଣ୍ଟାଶୁଣି ମନ୍ଦିରର ପୂଜକ, ନବମୀ ଯାତ୍ରା ପୂଜା କମିଟି, ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି ସଂପାଦକ , ରାବଣ ପୋଡି କମିଟିର ସଦସ୍ୟମାନଙ୍କୁ ନେଇ
Read More...

ତେରେସିଂହାରେ ମା’ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମା' ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏହି ଯାତ୍ରାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା । ଭକ୍ତମାନଙ୍କର
Read More...

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ବିଇଓ ଭାଗିରଥି ବେହେରା,
Read More...

ସରକାରୀ ସର୍ବସାଧାରଣ ଜମିକୁ ଜବର ଦଖଲରୁ ଉଚ୍ଛେଦ ପାଇଁ ତହସିଲଦାର ନିକଟରେ ଫେରାଦ ହେଲେ ପଡାବାସୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର କାଦୋପଡା ୱାର୍ଡ ନଂ. ୫ରେ ଥିବା ସର୍ବସାଧାରଣ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରିଛି । ଜବର ଦଖଲ ଜମିରେ ଯୋର ଜବରଦସ୍ତ ଘର ନିର୍ମାଣ କରୁଥିବାରୁ ପଡାବାସୀ ତହସିଲଦାର କଂଟାବାଂଜିଙ୍କଠାରେ ଉଛେଦ କରିବା ପାଇଁ
Read More...

ବରିଷ୍ଠ ନାଗରିକ ଦମ୍ପତିଙ୍କ ଭାରତୀୟ ସମ୍ମିଳନୀରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପ୍ରେରଣାରେ ଜିଲ୍ଲା ସଂଘର ସାଧାରଣ ସଂପାଦକ ବସନ୍ତ ଆଚାର୍ଯ୍ୟ ଏବଂ ତାଙ୍କର ସହଧର୍ମଣୀ ମହିଳା ସଂଗଠନର ସଭ୍ୟା ପ୍ରତିମା ମିଶ୍ର ପୁନେ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ଦଫା ଦାବୀ ନେଇ ଆସନ୍ତା ୦୨.୧୧.୨୦୨୩ ଦିନ ଭୁବନେଶ୍ୱର ଚାଲ ବିଶାଳ ଗଣଧାରଣା ଦେବାକୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଏକ ପ୍ରସ୍ତୁତି ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ପରିଚାଳନା କରିଥିଲେ ରବିନ୍ଦ୍ର ଦ୍ୱାରୀ ପରିଚାଳନା
Read More...