Yearly Archives

2023

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ସଜଡ଼ା ହେଲା ଲାଇଟ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରର ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍‌ ଖୁମ୍ବର ଲାଇଟ୍‌ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥଚାରୀ, ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଆମ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ କରିଥିଲୁ
Read More...

ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଣ୍ଡଳସ୍ତରୀୟ ୟୁଡାଇସ୍ ପ୍ରଶିକ୍ଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା କ୍ଷେତ୍ରରେ ଫଳପ୍ରଦ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗକୁ ଅନ୍‌ଲାଇନ୍ ଦ୍ୱାରା ବ୍ଲକ୍‌ର ସବୁ ବର୍ଗର ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ 'ସହଯୋଗ ଫାଉଣ୍ଡେସନ' ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନରେ ପ୍ରତିଷ୍ଠାତା ଅନିଲ ମୋଦିଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟକ୍ରମ ବିଷୟରେ ସୂଚନା
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଶାଳ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ବଲାଙ୍ଗିର କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଏକ ବିଶାଳ ରାଲି ବାହାରି କୋଶଳ କଳାମଣ୍ଡଳରେ ପହଂଚିଥିଲା । ୧୯୨୫ ମସିହା ବିଜୟା ଦଶମୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ହୋଇଥିବା
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨ ବର୍ଷ ହେଲା ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍‌ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ କରାଯିବ ବୋଲି ଆଜି ପିପି ଏକାଡେ଼ମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ଘଣ୍ଟାଶୁଣିଙ୍କ ମନ୍ଦିରରେ ପିଠେ ମହାଷ୍ଟମୀ ହୋମଯଜ୍ଞ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ ସହରବାସୀଙ୍କ ମଙ୍ଗଳ କାମନା ପାଇଁ ଅଷ୍ଟମୀ ହୋମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ପୂଜକ ରାୟ ସିଂ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂଜକ ସାର୍ଥକ ମିଶ୍ରଙ୍କ
Read More...

ରାଜ୍ୟ ସୂଚନା କମିଶନଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦଣ୍ଡିତ

ବଲାଙ୍ଗିର : ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଯୋଗାଇ ଦେବାରେ ଅବହେଳା କରିବା ସହିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ କୌଣସି ତଥ୍ୟ ଯୋଗାଇ ଦିଆଯାଇ ନଥିବା ଯୋଗୁଁ ଓଡିଶା ରାଜ୍ୟ ସୂଚନା କମିଶନର ବଲାଙ୍ଗିର ସଦର ବ୍ଲକର ତତ୍କାଳୀନ ଜନସୂଚନା ଅଧିକାରୀ ତଥା
Read More...

ଧର୍ମ ପରାୟଣା ମହିଳା ଫୁଲତୋଲି ଛତ୍ରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜାମଗାଁ ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିପାଲି ଗ୍ରାମର ସ୍ୱର୍ଗତ କାଲାମଣି ଛତ୍ରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ଫୁଲତୋଲି ଛତ୍ରିଆ(୭୫)ଙ୍କ ବଲାଙ୍ଗିର ସହର ଆନନ୍ଦନଗରରେ ତାଙ୍କ ମଝିଆ ପୁଅ ଲୁନ୍ଧୁ ଛତ୍ରିଆଙ୍କ ବାସଭବନରେ ଗତକାଲି ପୂର୍ବାହ୍ନ ୯ଟା
Read More...

ସାମାଜିକ ସଚେତନତା ଦ୍ଵାରା ଜଳବାୟୁ ପରିବର୍ତ୍ତନ ଏବଂ ନିୟନ୍ତ୍ରଣ ସମ୍ଭବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାପକ ଭାବେ ସାମାଜିକ ସଚେତନତା କରିବା ଦ୍ଵାରା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିହେବ । ବର୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ଵାରା ଆମ ପରିବେଶରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଆମେ ଦୈନଦିନ ସମ୍ମୁଖୀନ ହେଉଛୁ । କିନ୍ତୁ ତାହାର କାରଣ ଓ ନିରାକରଣ
Read More...

କିରାସିନି ଢାଳି ଯୁବକଙ୍କ ଆତ୍ମହୂତି ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାରିବାରିକ କଳହକୁ କେନ୍ଦ୍ର କରି ପୁଇଁନ୍ତଲା ଥାନା ଅନ୍ତର୍ଗତ ମଳମୁଣ୍ଡା ଗ୍ରାମରେ ଜଣେ ଯୁବକ ନିଜ ଦେହରେ କିରାସିନି ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି । ସଂପୃକ୍ତ ଯୁବକ ଜଣକ ବିଶ୍ୱାମିତ୍ର ସାଗର ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ
Read More...