Yearly Archives

2023

ପୁଣି ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ : ବାରଡୋଲ ଗ୍ରାମରେ ରାସ୍ତା କଂକ୍ରିଟ କାମକୁ ନେଇ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବହୁବିଧ ଦୁର୍ନୀତିକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ରହିବା ସହିତ ଖବରର ଶିରୋନାମା ପାଲଟିଛି । ଭିଜିଲାନ୍ସ ଟିମ୍ ଏହି ପଂଚାୟତର ଦୁର୍ନୀତି ଉପରେ ଖୋଳତାଡ କରିବା ସହିତ ପୂର୍ବତନ ସରପଞ୍ଚ
Read More...

ଟିଟିଲାଗଡ ମାଉସି ମା’ ଦୂର୍ଗାପୂଜାର ଦଶମୀ ପୂଜା, ସିନ୍ଦୂର ଖେଳା ସହ ଘଟ ବିସର୍ଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଉସି ମା' ମନ୍ଦିରର ଚଳିତ ବର୍ଷ ୮୭ତମ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ସକାଳେ ଦଶମୀ ପୂଜା ସରିବା ପରେ ଦ୍ୱିପହରରେ ମା'ଙ୍କ ଭକ୍ତ ମାନେ ପ୍ରତିବର୍ଷ ଭଳି ଏ ବର୍ଷ ଆନନ୍ଦ ଉଲ୍ଲାସର ସହ ସିନ୍ଦୂର ଖେଳ ଖେଳିଥିଲେ । ଯାହାକି ବଙ୍ଗାଳି ପରମ୍ପରାର
Read More...

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହାଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ନିଜ ବାସଭବନରେ
Read More...

୩ୟ ସହିଦ ସୁମନ୍ତ ପଧାନ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ହାଇସ୍କୁଲ ପଡିଆଠାରେ ତୃତୀୟ ବର୍ଷ ଉପଲକ୍ଷେ ଫୁଟ୍‌ବଲ୍‌ ଟର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବିଜେଡିର ଯୁବନେତା ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଟାସିଂହା ଖେଳପଡିଆ ପାଇଁ ଆମ
Read More...

କୁଟାସିଂହାରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଦୁର୍ଗାପୂଜାରେ ଆକର୍ଷଣୀୟ ଦୁର୍ଗା ମେଢ଼ କରାଯାଇଥିଲା । ଏହି ପୂଜାରେ କର୍ତ୍ତା ଭାବେ ସୁନିଲ ପାତ୍ର, ସୁବାଷିନୀ ପାତ୍ର କାମ
Read More...

ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାରଙ୍କ ତାମିଲନାଡୁରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ବକଟି ଗ୍ରାମ ପଞ୍ଚାୟତର ବଡ ଖଲିଆପାଲି ଗ୍ରାମର ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାର(୩୬)ଙ୍କ ତାମିଲନାଡୁଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତରେ ପ୍ରକୃତ ହିତାଧିକାରୀମାନଙ୍କ ପାଖକୁ
Read More...

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳଚଞ୍ଚଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଜିଲ୍ଲାର ବିିଭିନ୍ନ ବଜାର କମିଟି ଏବଂ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁର୍ଗା ମଣ୍ଡପ ନିର୍ମାଣ ହୋଇ ରୀତିନୀତି ପ୍ରକାରେ
Read More...

ଟିଟିଲାଗଡ ଇଲେକ୍ଟ୍ରି ଅଫିସରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ସହ ଘଟ ବିସର୍ଜନ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ଟିଟିଲାଗଡ଼ ଇଲେକ୍ଟ୍ରି ଅଫିସରେ ହେଉଥିବା ଦୁର୍ଗା ପୂଜାର ଦଶମୀ ପୂଜା ସମ୍ପନ୍ନ ହେବା ସହ ପୂଜା ହେଉଥିବା ଘଟ ବିସର୍ଜନ କରାଯାଇଛି । ଏହି ବିସର୍ଜନ ସମୟରେ ଟିଟିଲାଗଡ ଡିଭିଜନର ସେକ୍ସନ ଇଞ୍ଜିନିୟର ବିନାୟକ ରାଉତଙ୍କ ସହ ଅନ୍ୟାନ୍ୟ
Read More...

ଶୌଚ ହେବା ପାଇଁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅନ୍ତର୍ଗତ ତୁରେକେଲା ବ୍ଲକ ମହୁଲବାହାଲି ଗ୍ରାମରେ ଆଜି ଶୌଚ ହେବା ପାଇଁ ଯିବା ସମୟରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଖବର
Read More...

କାର୍‌-ବସ୍‌ ଧକ୍କା : ଚାଲିଗଲା ୬ ଜୀବନ

ଚେନ୍ନାଇ : ସରକାରୀ ବସ୍‌ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁର ଅନ୍ଧାନୁର ନିକଟରେ ଘଟିଛି ଏପରି ଭୟଙ୍କର ଦୁର୍ଘଟଣା । ଖବର
Read More...