୨୮ରେ ପ୍ରସିଦ୍ଧ ମା’ ହରଗୌରୀଙ୍କ ଛତର୍ ଯାତ୍ରା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ତାଲଚକେଲ ଗ୍ରାମରେ ଆସନ୍ତା ୨୮ ତାରିଖ ଦିନ ପ୍ରସିଦ୍ଧ ହରଗୌରୀ ଆଦ୍ୟାଶକ୍ତିଙ୍କ ଛତର୍ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୭ରେ ଦେବୀଙ୍କୁ ଭୋଗରାଗ ଅର୍ପଣ କରିବେ । ୨୮ ତାରିଖ ଦିନ!-->…
Read More...
Read More...