Yearly Archives

2023

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ବିଜୟା ଦଶମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଉରକେଲା ମହାନଗର ଦ୍ୱାରା ବିଜୟାଦଶମୀ ଉତ୍ସବ ସିଭିଲ ଟାଉନସିପ୍ ସ୍ଥିତ ମଡର୍ଣ୍ଣ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବହୁତ ସଂଖ୍ୟାରେ ସ୍ଵୟଂସେବକ ଘୋଷ ବାଦ୍ୟ ସହ ପଥ ସଞ୍ଚାଳନରେ ସିଭିଲ ଟାଉନସିପ୍ ପରିକ୍ରମା କରିଥିଲେ ।
Read More...

ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ

● ପ୍ରଧାନମନ୍ତ୍ରୀ ଶିରିଡିର ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ● ମନ୍ଦିରରେ ନୂତନ ଦର୍ଶନ ଫକ୍ତି ପରିସର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ● ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ନଦୀ ବନ୍ଧର ଜଳପୂଜନ କରିବା ସହ ଏହାର ବାମ ପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ
Read More...

ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜସେବୀ ତଥା ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ବ୍ରହ୍ମପୁର ସହର ଜଣେ
Read More...

ଚନ୍ଦନଭାଟି ରାବଣପୋଡିରେ ଯୋଗଦେଲେ ନରସିଂହ

ନାରୀ ନିର୍ଯ୍ୟାତନା, ଅଶାନ୍ତି ଓ ବିକାଶ ବିରୋଧିଙ୍କୁ ଉଚିତ ଜବାବ ଦେବେ ଲୋକେ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଶହରା ଆମକୁ ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମ ସ୍ଥାପନା ଏବଂ ଶାନ୍ତି ମୈତ୍ରୀ ଓ ପ୍ରଗତି ସହ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଥାଏ କିନ୍ତୁ
Read More...

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା : ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ବ୍ୟାପକ ପୋଲିସ ଫୋର୍ସ ମୁତୟନ,…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ଉଭୟ ପକ୍ଷରୁ ୫ ଗିରଫ ନେଇ ସୂଚନା ଦେଲେ କଣ୍ଟାବାଞ୍ଜି ଏସ୍ଡ଼ିପିଓ । ଗତ ଦୁଇ ଦିନ ତଳେ ବଲାଙ୍ଗିର ଜିଲ୍ଲା
Read More...

ପୁସ୍ତକ ‘ଏଇତ ଜୀବନ’ର ଲୋକାର୍ପଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଲେଖକ ପ୍ରଶନ୍ନ କୁମାର ମିଶ୍ରଙ୍କ ଲିଖିତ ଏଇତ ଜୀବନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟଦାରେ ଡ. ଗୋପବନ୍ଧୁ
Read More...

ଫଟାବାହାଲରୁ ଫାସଡ ରାସ୍ତା ପାଲଟିଛି ମରଣଯନ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର କୁଶମେଲ ଗ୍ରାମ ପଞ୍ଚାୟତର ଫଟାବାହାଲ ଗ୍ରାମର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆଠମାସ ହେଲା ପଡିରହିଛି ଗେଟି ଉପୁଡା ରାସ୍ତା । ଫଟାବାହାଲ ମହାପାତ୍ରପଡାରୁ ଫାସଡକୁ ଯାଇଥିବା ରାସ୍ତା ଏବେ ପାଲଟିଛି
Read More...

ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ନଭେମ୍ବର ମାସ ୦୬ ତାରିଖ ସୋମବାର ସକାଳ ଘ ୧୦.୩୦ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ
Read More...

ମେଲାଣି ନେଲେ ମା’ ଜଗତ୍ ଜନନୀ ଦୁର୍ଗତିନାଶିନୀ ଦୁର୍ଗା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ଷ୍ଟେସନ ବଜାରର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ଖୁବ୍ ଆଡମ୍ବର ସହକାରେ
Read More...

କଫ୍‌ ସିରପ୍‌ ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କଫ୍‌ ସିରପ୍‌ ମାମଲାରେ ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ସଦର ପୋଲିସ । ମିଳିଥିବା ସୂଚନା ଅନୁସାରେ ନିକଟରେ ଚୂଡ଼ାପାଲିରେ ବେଆଇନ୍‌ କଫ୍‌ ସିରଫ୍‌ ବିକ୍ରେତାଙ୍କୁ ବଲାଙ୍ଗିର ସଦର ପୋଲିସ ଗିରଫ୍‌ କରିଥିବା ବେଳେ ଏହି
Read More...