Yearly Archives

2023

ଏମ୍‌ ଏସ୍‌ ଚାନ୍ଦିନୀ ନୁତନ ତହସିଲଦାର ଭାବରେ ଯୋଗ ଦେଲେ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଏମ୍‌ ଏସ୍‌ ଚାନ୍ଦିନୀ ନୁତନ ତହସିଲଦାର ଭାବରେ ଅଜି ଯୋଗଦାନ କରିଛନ୍ତି । ଏଥିପାଇଁ ଆଗଲପୁର ତହସିଲରେ ସମସ୍ତ କର୍ମଚାରୀ ସ୍ୱାଗତ କରିଛନ୍ତି । ପୁର୍ବରୁ ଏଠାରେ କାର୍ଯ୍ୟରତ ସୁଜାତା ବେହେରାଙ୍କୁ ବଦଳି ହୋଇଥିଲା । ତାଙ୍କ
Read More...

ଓଲିଉଡ୍‌ ବିବାଦ ଉପରେ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଲେ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଲିଉଡ୍‌ରେ ଚାଲିଥିବା ବିବାଦକୁ ନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମଳନୀର ଆହ୍ୱାନ କରିଛନ୍ତି ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଆ ସିନେମା ଉପରକୁ ଯାଉ ବୋଲି ମୁଁ ସବୁବେଳେ
Read More...

ରେଳଧାରଣରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟିଲାଗଡ଼ ରେଳଲାଇନର ବଡ଼ମାଲ ଷ୍ଟେସନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । କୌଣସି ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଖବର ପାଇ ବଲାଙ୍ଗିର ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ
Read More...

ଦୁଇ ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ ସହ ଲୋଇସିଂହା ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ୨ ଜଣ କୁଚିଆ ଦେଶୀ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ
Read More...

ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସଂପୃକ୍ତ ନାବାଳିକା ରିତୁ ମହାରଣା ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ବାପା ଗୀରିଶ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ତଲେ ଗୀରିଶଙ୍କୁ ପଡ଼ାର ଦୁଇଜଣ ଯୁବକ ଆକ୍ରମଣ କରିଥିଲେ ।
Read More...

ଆଜି ଲାଗିବ ଚନ୍ଦ୍ରଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲାଗିବ ଚନ୍ଦ୍ରଗ୍ରହଣ । ରାତି ୧ଟା ୪ ମିନିଟ୍‌ ୫୫ କେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି । ଆଜି ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ । ମୋଟ୍‌ ଗ୍ରହଣ ସମୟ ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ ରହିବ । ଆଜି ଅପରାହ୍ନ ୪ଟା
Read More...

କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟ।ସିଂହ। ଗ୍ରାମପଞ୍ଚାୟତର କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ପୂଜାରେ କର୍ତ୍ତା ଭାବେ ବୈଷ୍ଣବ ବିଶ୍ଵାଳ ଓ ପୂଜା କାର୍ଯ୍ୟକୁ ସୁରେଶ ବିଶ୍ଵାଳ ସମ୍ପାଦନା କରୁଥିଲେ ।
Read More...

ଗୌରୀଙ୍କ ଆଗମନ ସହ ଆରମ୍ଭ ହେଲା ହରଗୌରୀ ଯାତ୍ରା

ସୋନପୁର, (କେପିଏନ୍‌ଏସ୍‌) : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରାତିରେ ସୁବଣ୍ଣମେରୁଙ୍କ ନିଜସ୍ୱ ଜମିରୁ ଉତ୍ପନ୍ନ ଧାନଗଛକୁ ଚନ୍ଦନ ଧୂପ ଓ ନୌବେଦ୍ୟ ସହ ଗୌରୀଙ୍କ ରୂପେ ଆବାହନ କରି ଢେରାପଡ଼ାସ୍ଥିତ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା
Read More...

ଯୁବତୀ ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ଥାନା ଅନ୍ତର୍ଗତ କୁଦଲି ଗ୍ରାମର ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯୁବତୀ ଜଣକ କିଛିଦିନ ହେବ ଘରୁ କୁଆଡେ଼ ଚାଲି ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ଥିଲେ
Read More...

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପିକେସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟ ଏଜେଣ୍ଡା ଅନୁଯାଇ ବ୍ଲାକ
Read More...