Yearly Archives

2023

ପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଗ୍ରାମର ପ୍ରଶାନ୍ତ ପାଣିଗ୍ରାହୀଙ୍କ ସ୍ତ୍ରୀ କମଳିନୀ ପାଣିଗ୍ରାହୀ (୨୬) ଆଜି ସକାଳ ୯ ଟା ସମୟରେ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ତିନି ବର୍ଷ ତଳେ
Read More...

ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ପଶ୍ଚିମ ଓଡ଼ିଶାର ପ୍ରଯୋଜକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘର କାର୍ଯ୍ୟକାରୀ ସଭାପତି ଶରତ ମହାକୁର, ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ କଳାକାର
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ମିଶନ ଶକ୍ତି ବିଭାଗ ପକ୍ଷରୁ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ
Read More...

ମାଲଗୋଦାମ ପଡ଼ାବାସୀଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାଲଗୋଦାମ ପଡ଼ାବସୀଙ୍କ ତରଫରୁ ଭୂତପୂର୍ବ ପ୍ରଧାମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୩୯ତମ ଶ୍ରାଦ୍ଧବର୍ଷିକୀ ସ୍ଥାନୀୟ ମାଲଗୋଦାମ ପଡ଼ାବାସୀଙ୍କ ତରଫରୁ ପାଳନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଏଆଇସିସି
Read More...

ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ

ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ମହୋତ୍ସବ ନଭେମ୍ବର ମାସ ୨୧ ଓ ୨୨ ତାରିଖରେ
Read More...

ବଲାଙ୍ଗିରଠାରେ ଡାଲଖାଇ ଗବେଷଣା କେନ୍ଦ୍ର ଏବଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ତହଁକ କୁଟୁମ ତରଫରୁ ଦାବୀପତ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଡାଲଖାଇ, ହୁମୋ ବଉଲି, ଢାପ୍, ଘୁଡ଼କା ଆଦି ଲୋକକଳା ଅତି ପ୍ରାଚୀନ ଏବଂ ସ୍ଵତନ୍ତ୍ର । ଆଜି ମଧ୍ୟ ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳର ନାରୀମାନେ ଡାଲଖାଇ, ହୁମୋ ବଉଳି ଆଦି ଲୋକକଳାକୁ ବଞ୍ଚାଇ ରଖିବାକୁ ସଂଘର୍ଷରତ । ପ୍ରୋତ୍ସାହନ ଅଭାବରୁ
Read More...

ଆମ ଓଡିଶା ନବୀନ ଓଡିଶା ସପ୍ତମ ଦିନରେ

ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀବାଲେଶ୍ୱରର 8ଟି ନିର୍ବାଚନମଣ୍ଡଳୀ ପାଇଁ 178 କୋଟି - 4465 ପ୍ରକଳ୍ପବଲାଙ୍ଗିରର 5ଟି ନିର୍ବାଚନ ମଣ୍ଡଳୀ ପାଇଁ 158.50 କୋଟି - 3911 ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ସିବିଏସଇ ଭଲି ବଲ୍‌ କ୍ଲଷ୍ଟରର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା, ଛତିଶଗଡ ଓ ପଶ୍ଚିମବଙ୍ଗ ରାଜ୍ୟର ଭଲି ବଲ୍‌ ଖେଳାଳି ମାନଙ୍କୁ ନେଇ ସିବିଏସଇ ଦ୍ୱିତୀୟ କ୍ଳଷ୍ଟର ସ୍ତରୀୟ ଭଲି ବଲ୍‌ ପ୍ରତିଯୋଗିତା ତିନି ଦିନ ଧରି ଟିଟିଲାଗଡର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାର
Read More...

ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ ଦେଲେ ୩୨.୫ କୋଟି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ସମୃଦ୍ଧ ତଥା ପ୍ରଗତିଶୀଳ ରାଜ୍ୟ ଗଠନ ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ । ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜ ପଡ଼ିଆରେ ଆୟୋଜିତ "ଆମ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମର ଭିଡ଼ିଓ କନଫରେନ୍ସରେ
Read More...

ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ତରଭା, (କେପିଏନ୍‌ଏସ୍‌) : ଆଦିବାସୀ ମହୋତ୍ସବ ପାଇଁ ତରଭା ବ୍ଲକ କମସରା ପଞ୍ଚାୟତ ଆଦିବାସୀ କମ୍ୟୁନିଟି ମଣ୍ଡପ ମହୁଲପାଲିଠାରେ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ ହୋଇଛି । ବ୍ଲକ ସଭାପତି ବଲଭଦ୍ର କୁଅଁରଙ୍କ, ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ କପୂର୍ଚ୍ଚନ ଭୋଇ, ତପନ କୁଅଁର
Read More...