Yearly Archives

2023

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମହେନ୍ଦ୍ରଗଡଠାରେ ଡିଜିଟାଲ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳର ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାମଗିରି-ଉଦୟଗିରି ବ୍ଲକର ମହେନ୍ଦ୍ରଗଡଠାରେ ଏକ ଡିଜିଟାଲ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ
Read More...

ବଲାଙ୍ଗିର ଦିନ୍ ବଡ ଧୁମ୍‌ଧାମ୍‌ରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିନ । ଆଉ ଏହି ବଲାଙ୍ଗିର ଦିନକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ସମସ୍ତ ବଲାଙ୍ଗିରବାସୀ । କୋଶଳ କଳା ମଣ୍ଡଳଠାରେ ସମସ୍ତ ବଲାଙ୍ଗିରବାସୀ ଦଳ ମତ ନିର୍ବିଶେଷରେ ଏକ ହୋଇ ନିଜ ମାଟି ସହ ଜଡ଼ିତ ବିଭିନ୍ନ ପ୍ରକାରର ସାଂସ୍କୃତିକ
Read More...

ବ୍ଲକ ଛକରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଛକଠାରେ ଗତ ୫ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବରଗଡ କୀର୍ତ୍ତନ ଧାରା କାର୍ଯ୍ୟକ୍ରମରେ ଲୋକଙ୍କ ମନ ମୋହିତ ହୋଇଥିଲା । ଉକ୍ତ ପୂଜାରେ ପଣ୍ଡିତ କିରଣ ମିଶ୍ର,
Read More...

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଉଦ୍‌ଯାପିତ

୨୧ ଗୋଟି ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଇଁତଲା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୦୨୩ ଡୁଙ୍ଗୁରିପାଲି ବ୍ଲକ ସହଲା କ୍ଲଷ୍ଟର ଅନ୍ତର୍ଗତ ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲାଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷାଧିକାରୀ ଡ଼. ରାଧାକାନ୍ତ ଗଡତିଆଙ୍କ
Read More...

ନିଶିଗନ୍ଧା ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ଗତ ସୋମବାର ଦିନ ଭୁବନେଶ୍ୱର ଶହୀଦ ନଗରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରେଇଙ୍କ ସଭାପତିତତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ
Read More...

ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ସୂଚନାମତେ ଗତ ୩୦ ତାରିଖ ଦିନ ବ୍ରାହ୍ମଣପଡାର ରିବୁଲ ନାଏକ ବ୍ଲୁଲାଗୁନ୍‌ ହୋଟେଲ୍‌ର ମ୍ୟାନେଜର ସୁଶୀଲ ମିଶ୍ରଙ୍କୁ ଏକ ବିୟର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ୍‌ ସିରପ୍‌ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ୍‌ ସିରପ୍‌ କାରବାର କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଖପ୍ରାଖୋଲ ପୋଲିସ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ସିିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କଳା ଶିକ୍ଷକ ସନ୍ତୋଷ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ
Read More...

ଅବସର ନେଲେ କନିଷ୍ଠ ସହାୟକ ରାମ ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଲ ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ରାମ ପ୍ରଧାନ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବିଦ୍ୟାଳୟର ମୋ’ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ
Read More...