Yearly Archives

2023

ବିଧାୟକ ପ୍ରାର୍ଥୀ ଟିକଟ ଲଢ଼ିବା ନେଇ ମୁନା ଦାସଙ୍କ ଗୋଷ୍ଠୀ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଧାୟକ ପ୍ରାର୍ଥୀ ଟିକଟ ଲଢ଼ିବା ନେଇ ମୁନା ଦାସଙ୍କ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି ।ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ହରିଜନ ସଂରକ୍ଷିତ ପ୍ରାର୍ଥୀ ହେତୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ନେତା
Read More...

ଗ୍ରାସୀମ କମ୍ପାନୀ ମହିଳା ଇଞ୍ଜିନିଅରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଟ୍ରେନିଂରେ ଥିବା ଡିପ୍ଲୋମା ଇଞ୍ଜିନିଅର ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । କାରଣ ଆସ୍ପଷ୍ଟ ଥିବା ବେଳେ ମୃତ ଇଞ୍ଜିନିଅର ମହିଳା ଦୁଇ ମାସ ତଳେ ଗ୍ରାସୀମ କମ୍ପାନୀରେ ଯୋଗ ଦେଇଥିଲେ । ମୃତକ
Read More...

ତୁରେକେଲାରେ ବିଜେଡିର ନୂଆଁଖାଇ ଭେଟ୍‌ଘାଟ ଓ କର୍ମୀ ସମ୍ମିଳନୀ

ଓଡ଼ିଆ ପୁଅଙ୍କୁ ଟିକେଟ ଦେବା ପାଇଁ ଉଠିଲା ଦାବୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ହାଇସ୍କୁଲର ଖେଳ ପଡିଆଠାରେ ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ
Read More...

ଡୁମେରପଡ଼ାରେ ସାପ୍ତାହିକ ବଜାରର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଡୁମେରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟ ଛକରେ ଆଜି ରବିବାର ଏକ ଦୈନିକ ସାପ୍ତାହିକ ବଜାରର ଶୁଭାରମ୍ଭ ହୋଇଯାଇଛି । ଏହି ନୂତନ ବଜାର ଉଦ୍‌ଘାଟିତ ହେବା ପରେ ବହୁ ସଂଖ୍ୟକ ଗ୍ରାହକ ଓ ଦୋକାନୀ
Read More...

ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ଓମ୍‌ଭେଲି ବିଦ୍ୟାଳୟର ବାଳିକା ଦଳର ପଞ୍ଜାବ ଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା, ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ଓମଭେଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅପୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମ୍‌ଭେଲି ବିଦ୍ୟାଳୟ ସର୍ବଦା
Read More...

ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କଲା ଭାରତ

କୋଲକାତା : ବିଶ୍ୱକପ୍‌ରେ ପୁଣି ଭାରତର ବିଜୟ ଭାରତବାସୀଙ୍କୁ ଉଲ୍ଲସିତ କରିଛି । କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରି ରଖିଛି
Read More...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀ ପ୍ରତି ରାଜ୍ୟ ସରକାର ସବୁବେଳେ ଯତ୍ନବାନ : ମନ୍ତ୍ରୀ ଶ୍ରୀମତୀ…

ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେବା ସହ ସର୍ବଦା ସେମାନଙ୍କ ଉନ୍ନତି କଳ୍ପେ ଯତ୍ନବାନ ବୋଲି ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବରେ
Read More...

ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିନ ବ୍ରହ୍ମପୁର ଡାକ-ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡାକ-ମଣ୍ଡଳ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ପରିଯୋଜନାର ସଫଳ ରୂପାୟନ
Read More...

ପଡିଲାନି ମୋ ବସ୍‌

ବଣାଇ, (ହବିବ ମହମ୍ମଦ) : ସରକାର ବଡ଼ ଧୁମ୍‌ଧାମ୍‌ରେ ମୋ ବସ ଯୋଜନା ଚାଲୁ କରିଥିଲେ । ଲୋକେ ସହଜରେ ମୋ ବସ ଯୋଗେ ଯାତାୟାତ କରିପାରିବେ ବୋଲି । ହେଲେ ବିଡମ୍ବନାର ବିଷୟ ଆଜି ସନ୍ଧ୍ୟାରେ ବଣାଇରୁ ରାଉରକେଲାକୁ ଯାତାୟାତ କରୁଥିବା ମୋ ବସ ଆଉ ଷ୍ଟାର୍ଟ ହେଲାନି । ଶେଷରେ ବସ୍‌ ଯୋଗେ ଦୂର
Read More...

ଥ୍ରୀ ପି-ସାମ୍ବାଦିକଙ୍କ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ରାଜ ରାସ୍ତାକୁ ଓହ୍ଲାଇବ : ଓୟୁଜେର ରାଜ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥ୍ରୀ ପି-ସାମ୍ବାଦିକଙ୍କ ପାଇଁ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଆଜି ବଲାଙ୍ଗିରଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ
Read More...