ଖପ୍ରାଖୋଲ ପୋଲିସର ଚଢ଼ାଉ : ୯ ବୋତଲ କଫ ସିରଫ ଜବତ, ଜଣେ କୋର୍ଟ ଚାଲାଣ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ପେଟ୍ରୋଲିଂ କଲା ବେଳେ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁ ନିକଟରୁ ଜଣକ ଗାଡି ଯାଞ୍ଚ ବେଳେ ୯ ବୋତଲ ବେଆଇନ କଫ ସିରଫ ଜବତ କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ପାଟିମାଲା ଗାଁର ସିଦ୍ଧେଶ୍ୱର ପଧାନ (୩୬) ବୋଲି!-->…
Read More...
Read More...