Yearly Archives

2023

ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ । ସଂଗଠନ ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତନଶୀଳ ସମୟ ଚକରେ ଆଜି ଦୁନିଆଁଟା ବହୁଳ ଭାବରେ ବଦଳିବାକୁ ବସିଥିବା ବେଳେ ପୂର୍ବର ସେ ସମୟର ବ୍ୟକ୍ତି ବିଶେଷ
Read More...

ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ମଧ୍ୟରୁ ବଲାଙ୍ଗିର ମାଟିର ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଯୁବ ଉଦ୍ୟୋଗୀ ଶୁଭମ କୁମାର ଦର୍ଜୀ । ଯୁବ ଉଦ୍ୟୋଗୀ ଶୁଭମ ଏବେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର ତଥା ପଶ୍ଚିମ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ରାଜଧାନୀ ଦିଲ୍ଲୀ ଠାରେ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା, ସଭାପତି ଆନନ୍ଦ ମିଶ୍ର, ପିଏଚ୍‌ଇଓ, ସିଏଚ୍‌ସି, ଜାମଗାଁ
Read More...

ପ୍ରଫୁଲ୍ଲ ବାରିକ ୧ମ ମେମୋରିୟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧ମ ସେମିଫାଇନାଲରେ ହଲଦି ୩-୧ରେ ଜୁରାବନ୍ଦରୁ ବିଜୟୀ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଘଂଚ ଜଙ୍ଗଲ ଘେରା ଗାଁ ମହଖଣ୍ଡରେ ଜୟ ବନଦୁର୍ଗା ଫୁଟବଳ କ୍ଲବ ଦ୍ୱାରା ପ୍ରଥମ ବର୍ଷ ଟୁର୍ଣ୍ଣାମେଣ୍ଟ କରାଯାଉଛି । ପ୍ରଥମ ବର୍ଷର ପ୍ରଥମ ସେମିଫାଇନାଲ ଶୁକ୍ରବାର ଦିନ ଜୁରାବନ୍ଦ ଏବଂ ହଲଦି ମଧ୍ୟରେ
Read More...

କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା : ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ପୋଡାମାରି ଅଞ୍ଚଳର ୭ଜଣ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦୁଝର ଭୟଙ୍କର ସଡକ ଦୁର୍ଘଟଣା ନେଇ ଅଧା ରହିଲା ମା' ତାରିଣୀଙ୍କ ଦର୍ଶନ । ଟୁରିଷ୍ଟ୍‌ ଗାଡି ଦୁର୍ଘଟଣା ହୋଇ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ମା' ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ
Read More...

ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ ହୋଇଯାଇଛି । ଏହି ଯଜ୍ଞରେ ମୁଖ୍ୟ ପୂଜକ ଭାବରେ ଅବଧୂତ କପିଳେନ୍ଦ୍ର ବାବାଙ୍କ ଦ୍ଵାରା ଯଜ୍ଞର
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍‌ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଟିସି (ଏଡ଼ସ) ମିଳିତ ଆନୁକୁଲ୍ୟରେ ୩୬ତମ ବିଶ୍ଵ ଏଡସ୍‌ ଦିବସ ପାଳନ ହୋଇଯାଇଛି । ଏଡସ୍‌ ରୋଗର ସଂକ୍ରମଣ ରୋକିବା, ଏଚ୍‌ଆଇଭି ସଂକ୍ରମିତ ଲୋକକୁ ସମର୍ଥନ ଓ ଏହାର
Read More...

ଯୌତୁକ ନିର୍ଯାତନା ଅଭିଯୋଗର ମାମଲା ଶୁଣାଣି : ସପରିବାର ନିର୍ଦୋଷରେ ଖଲାସ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହିରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ବୋହୁକୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ୍‌ ହୋଇ ଜେଲ୍‌ ଯାଇଥିଲେ । ଉକ୍ତ ଘଟଣାରେ ସପରିବାର ନିର୍ଦୋଷରେ ଖଲାସ୍‌ ହୋଇଥିବା
Read More...

ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀମାନଙ୍କ ସଂପୃକ୍ତି ସହ
Read More...