Yearly Archives

2023

ଦୁଇ ମିନିଟ୍‌ରେ ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ ଜଳିପୋଡ଼ି ଛାର୍‌ଖାର୍‌

ପୁଇଁତଲା, (କେପିଏନ୍‌ଏସ୍‌) : ଦୁଇ ମିନିଟ୍‌ରେ ପୋଡ଼ି ପାଉଁଶ ହୋଇଗଲା ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ । ଦେଖୁଦେଖୁ ଜଳିପୋଡ଼ି ଛାର୍‌ଖାର୍‌ ହୋଇଗଲା ଚାରି ଏକରର ଧାନ । କେଉଁ ରାଗ ରଖି ଦୃବୁର୍ତ୍ତ ନିଆଁ ଲଗାଇ ଦେଲା ବୋଲି ଚାଷୀ ମୁଣ୍ଡରେ ହାତ ମାରି ଚିନ୍ତାରେ ଭାଂଗିପଡ଼ିଥିବା
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଆଜି ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସକାଶେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ
Read More...

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୁଆନ୍‌ପାଲି ଗ୍ରାମରେ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଦୁଆନ୍‌ପାଲି ଗ୍ରାମରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଆଜି ସକାଳେ ଚନ୍ଦନଭାଟିଠାରୁ ଦୁଆନ୍‌ପାଲି ଦେଇ ହର୍ଡାଟାଲକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ସେମାନେ
Read More...

ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ - ଭବାନୀପାଟଣା ଜାତୀୟ ରାଜପଥର ଜାରିଙ୍ଗ ମେଡିକାଲ କଲେଜ ସମ୍ମୁଖରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ତାଙ୍କ ଗୋଡ଼ରେ ବେଶୀ ଆଘାତ ଲାଗିଛି । ସ୍ଥାନୀୟ ଆଇଆରବି ବାଟାଲିଆନ୍‌ ଅଧିକାରୀଙ୍କ ସହାୟତାରେ ଆମ୍ବୁଲାନ୍ସ
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ‘ସ୍ୱାସ୍ଥ୍ୟ ପାଇଁ ଯୋଗ’ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରର ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି କ୍ରୀଡ଼ା,
Read More...

ଶ୍ରଦ୍ଧା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଦିବ୍ୟାଙ୍ଗଙ୍କ ପ୍ରତି ସାମାଜିକ ପ୍ରତିବଦ୍ଧତା ରଖି କାର୍ଯ୍ୟ କରୁଥିବା ଶ୍ରଦ୍ଧା ଅନୁଷ୍ଠାନ ଓ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଭଞ୍ଜଭବନ ପରିସରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଆଇନଜୀବୀ ଗିରୀଶ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ
Read More...

ଫିଲିପାଇନ୍‌ସ୍‌ ବିଶ୍ୱବିଦ୍ୟାଳୟ ଜିମ୍‌ରେ ବିସ୍ଫୋରଣ : ୩ ମୃତ, ୯ ଆହତ

ମାନିଲା : ଦକ୍ଷିଣାଞ୍ଚଳ ଫିଲିପାଇନ୍‌ସ୍‌ସ୍ଥିତ ମିଣ୍ଡାନାଓ ଷ୍ଟେଟ୍‌ ୟୁନିଭର୍ସିଟି ‘ଜିମ୍‌ନାସିୟମ୍‌’ରେ କ୍ୟାଥୋଲିକ୍‌ ସମ୍ପ୍ରଦାୟର ଉପାସକମାନେ ସମବେତ ହୋଇଥିବା ବେଳେ ବିସ୍ଫୋରଣ ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ଆହତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଏକାଧିକ ଆହତ

ବାରଙ୍ଗ : ରାଜଧାନୀରେ ପୁଣି ସଡକ ଦୁର୍ଘଟଣା । ଡିଭାଇଡର୍‌ ଭାଙ୍ଗି ବସ୍‌କୁ ଧକ୍କା ଦେଲା କାର୍‌ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଟମକା ଥାନା ଚିତ୍ରୀ ପଞ୍ଚାୟତ ଚିତ୍ରୀ ଗାଁର ଗଙ୍ଗାଧର ସାମଲଙ୍କ ପୁଅ ସୁଧୀର ରଂଜନ (୪୨)ଙ୍କର ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ଗତକାଲି ହରିଚନ୍ଦନପୁରରୁ ବୁଲେଟ୍‌ରେ ଘରକୁ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସେ ଗୁରୁତର ହୋଇ
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ :୧୧ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଅଦଳବଦଳ । ୧୧ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପ୍ରକାଶିତ
Read More...