Yearly Archives

2023

ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋଣ
Read More...

ୱାଡି ଯୋଜନା ଦେଇଛି ବଂଚିବାର ରାହା : ଚାଷକରି ହେଲେ ସ୍ୱାବଲମ୍ବୀ

ଚାଷ ଦେଖାଇଲା ବାଟ, ଦାଦନ ଯିବା ହେଲା ବନ୍ଦ କଂଟାବାଂଜି, (ଗୁରୁଦୟାଲ ହଂସ ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଉପାନ୍ତ ପାହାଡ ପର୍ବତ ଘେରା ପଂଚାୟତ ବେହେରାମୁଣ୍ଡା । ଏହି ପଂଚାୟତର ସଦର ଗ୍ରାମ ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡା ଦୁଇଟି ଆଦିବାସୀ ବହୁଳ ଗ୍ରାମ । ପଂଚାୟତଟି
Read More...

ଝାରମୁଣ୍ଡାରେ ଧନ୍ଦାମୁଳକ ଶିକ୍ଷା ମୋଟରଯାନ କାରିଗର ବିଭାଗର ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡାସ୍ଥିତ ସରକାରୀ ଅଞ୍ଚଳ ନୋଡାଲ ହାଇସ୍କୁଲର ଧନ୍ଦାମୂଳକ ଶିକ୍ଷା ମୋଟରଯାନ କାରିଗର ବିଭାଗ ନବମ ଓ ଦଶମ ଶ୍ରେଣୀର ୭୦ଜଣ ଛାତ୍ର ସ୍ଥାନୀୟ ମାହାରପାଲିସ୍ଥିତ ଅଭିପ୍ସା ମୋଟର୍ସର ପରିଦର୍ଶନ କରିବା ସହିତ ନିଜର ଅଧ୍ୟୟନ ବିଷୟ ଜାଣିବାକୁ
Read More...

ଗଞ୍ଜାମରେ ମା ଦକ୍ଷିଣକାଳୀ ନୂତନ ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ନେଇ ପ୍ରାକ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ କଲେଜ ନିକଟସ୍ଥତ ବିରାଜମାନ ମା ଦକ୍ଷିଣକାଳୀ ଭବ୍ୟ ମନ୍ଦିର ପ୍ରତିଷ୍ଠା ଓ ମାଙ୍କ ବିଗ୍ରହ ସ୍ଥାପନ ନେଇ ମନ୍ଦିର ପରିସରରେ ମଧ୍ୟରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କର୍ମେ ଫେବ୍ୟୃାରୀ ୧୮ ରୁ ୨୨ ତାରିଖ
Read More...

କୁଟାସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି

୯୫ ଜଣ ଛାତ୍ରଛାତ୍ରୀରେ ମାତ୍ର ୩ଜଣ ଶିକ୍ଷକଦାବି ପୂରଣ ନ ହେଲେ ଆନ୍ଦୋଳନ ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା)ବ୍ଲକ ଅନ୍ତର୍ଗତ କୁଟାସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ତା ଶୋଚନୀୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ
Read More...

କପିଲେଶ୍ୱର୍ ପୀଠରେ ହନୁମାନ ଚାଳିଶା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁଟାସିଂହା ଗ୍ରାମର କପିଳେଶ୍ୱର ଶିବ ମନ୍ଦିରରେ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଭୁ ଶ୍ରୀ ହନୁମାନଙ୍କ ଚାଳିଶାକୁ ଶହେ ଆଠଥର ନାମ କୀର୍ତ୍ତନ କରାଯାଇଥିଲା । ପୂଜକ ଭାବରେ ପଣ୍ଡିତ ଶତ୍ରୁଘନ ପୁରୋହିତ ଓ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ନୂତନ
Read More...

କର୍ଲାମୁଣ୍ଡାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାକୁ ଖେଳ ଶିକ୍ଷକ
Read More...

ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ଉପରେ ସମୀକ୍ଷାସମୟ ଅବଧି ମଧ୍ୟରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର
Read More...

କୋଣାର୍କ ମହୋତ୍ସବରେ ଜୈବ ପର୍ଯ୍ୟଟନ ଶୀର୍ଷକ ବାଲୁକା କଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନରେ ବାଲୁକା କଳାର ବିଷୟବସ୍ତୁ ଥିଲା "ଜୈବ ପର୍ଯ୍ୟଟନ" । ଏଥିରେ ଭାଗ ନେଇଥିବା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ଓ ତାଙ୍କ ସହକର୍ମୀ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ ଓ
Read More...