ବଲାଙ୍ଗିର ବିଜେପି ପକ୍ଷରୁ ବିଜୟ ଉତ୍ସବ : ମିଠା ବାଣ୍ଟିଲେ ନିର୍ଦ୍ଧୁମ୍ ନାଚିଲେ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ବିଜେପି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜୟ ଉତ୍ସବ ବଡ଼ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟକୁ ନେଇ ବଲାଙ୍ଗିରରେ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ!-->…
Read More...
Read More...