Daily Archives

୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ରାସାୟନିକ ସାର ବିନା କୃଷିକର୍ମ ଉପରେ ଗୁରୁତ୍ତ୍ୱାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୩ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ରେ
Read More...

ଟିକ୍‌ଟକ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଡିସେମ୍ବର ୨୯ରେ "ଟିକ୍‌ଟକ୍ ଦିବସ" ପାଳନ ହୁଏ । ଏହା ଏକ ଛୁଟିଦିନ ଯାହା ଆମକୁ ମନେ ପକାଇଦିଏ ଯେ ଘଣ୍ଟା ସର୍ବଦା ଟିକ୍‌ଟକ୍ ହୋଇ ଚାଲିଥାଏ । ତେଣୁ ଯେତେବେଳେ ବି ସମ୍ଭବ ଆମେ ସମୟର ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ । ଏହାର ଅର୍ଥ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ନବୀନ କାର୍ଡର ଶୁଭାରମ୍ଭ

ରାଜ୍ୟର ୯୦% ଲୋକ ଉପକାର ପାଇବେପଇସା ଅଭାବରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ସ୍ୱାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି । ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ
Read More...

ନୃଶଂସ ସ୍ୱାମୀର ବର୍ବରକାଣ୍ଡ

ସୋନପୁର : ନୃଶଂସ ସ୍ୱାମୀର ବର୍ବର କାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା । ହତ୍ୟା ପରେ ଡାକ୍ତରଖାନାରେ ମୃତଦେହ ରଖି ଫେରାର ମାରିଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା
Read More...

ଆଜି ପୂର୍ବାହ୍ନରେ ପୁଣି ଧାରଣାରେ ବସିଲେ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କୁ ମାଡ ଘଟଣାର ପ୍ରତିବାଦ କରି ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ ସମ୍ମୁଖରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଆଉଟ୍‌ ଡୋର୍‌ ଡିଉଟି
Read More...

ଡିସେମ୍ବର ୩୦ରେ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ର ଉଦ୍ଦେଶ୍ୟରେ ଅଯୋଧ୍ୟାରେ ନାଗରିକ ସୁବିଧାର ପୁନରୁଦ୍ଧାର ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ ପାଇଁ ୧୧,୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀଅଯୋଧ୍ୟା ବିମାନବନ୍ଦରର ଉଦ୍‌ଘାଟନ କରିବେ
Read More...

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ
Read More...

ଆକବର ଖାନଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଯୁବ ନେତା ତଥା ବ୍ୟବସାୟୀ ଆକବର ଖାନ୍‌ଙ୍କ ପିତୃ ବିୟୋଗ ଘଟିଛି । ପିତା ଅବ୍‌ଦୁଲ ଗଫାର ଖାନ୍‌ଙ୍କୁ ମୃତ୍ୟୁ ସମୟରେ ୭୬ ବର୍ଷ ହେଉଥିଲା । ବିଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ
Read More...

ଓଡ଼ିଶାରେ ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

ରବି ରଥ(୧ ଜାନୁଆରୀ ୨୦୨୪, ୧୪୪ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ) ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବଷ । ସେହି
Read More...

ଚଣାବାହାଲ ଗାଁରୁ ବିବାହ ଠିକ୍ ହୋଇଥିବା ଜଣେ ୧୮ ବର୍ଷୀୟା ଯୁବତୀ ଫେରାର : ଥାନାରେ ନିଖୋଜ ମାମଲା ରୁଜ୍ଜୁ

ଗାଁ ସ୍କୁଲର ଜଣେ ଶିକ୍ଷକଙ୍କ ସହ ଫେରାର ଚର୍ଚ୍ଚା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଜଣେ ବିବାହ ଠିକ୍ ହୋଇଥିବା ୧୮ବର୍ଷୀୟା ଯୁବତୀ ଘରୁ ଫେରାର ହୋଇଯାଇଥିବା ବେଳେ ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଏକ ନିଖୋଜ ଏତଲା
Read More...