Daily Archives

ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ଅଭିଯୋଗ

ଭଦ୍ରକ : ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସନ୍ଥିଆ ସ୍ଥିତ ମଦନମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ଚୋରି ହୋଇଛି ।
Read More...

ରେଳଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତଦେହ : ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

ରାୟଗଡା : ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତଦେହ । ସୂଚନା ଅନୁସାରେ ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ରାୟଗଡା ଏସପିଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି.ହରିଶଙ୍କର ରାଓଙ୍କ ସନ୍ଦେହ ଜନକ ଭାବେ
Read More...

ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ

କରଞ୍ଜିଆ : ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ ଏବଂ ଶୁକୃଳୀ ବ୍ଳକରେ ଘନ କୁହୁଡ଼ି ସହ ଶୀତର ଲହରୀ ଜାରି । ଆଜି ଶିମିଳିପାଳ ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲାରେ ୪ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ଓ ଗୁରୁଗୁଡିଆଡିଠାରେ ୭ ଡିଗ୍ରୀ
Read More...

କମିବାର ନାଁ ନେଉନି ଶୀତ : ପୁଣି ୧୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ଟ୍ୱିନ ସିଟିରେ ଶୀତର ପ୍ରକୋପ ଜାରି । ଆଜି ଉଭୟ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ୧୩.୫ ଡିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଶୀତରେ ଥରୁଛି ସାରା ଓଡ଼ିଶା । ତଳକୁ ତଳ ଖସୁଛି ପାରଦ, ଖାସ୍ କରି ଗତ ଦୁଇ ଦିନ ହେବ ଟ୍ୱିନସିଟିରେ ତାପମାତ୍ରା ୧୩ ଡିଗ୍ରୀ
Read More...

ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ : ମାଡିବସିଲା ପୋଲିସ

ଲମତାପୁଟ : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ନିଜ ଦେହରେ ଗଞ୍ଜେଇକୁ ଟେପ୍ ମାଧ୍ୟମରେ ସିଲ କରି ଚୋରାଚାଲାଣ କରୁଥିଲା ଜଣେ ୱେଷ୍ଟବେଙ୍ଗଲର ମାଫିଆ । ପାଡୁଆ ପୋଲିସ ୱେଷ୍ଟବେଙ୍ଗଲର ମାଫିଆ ବୁଲନ ଖାଁଠାରୁ ୨୮କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗଂଜେଇ ପାଡୁଆ
Read More...

ଛାତ୍ରଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

କଟକ : କଟକ ଜଗତପୁର ଥାନା ପୂର୍ବକଚ୍ଛରେ ନାବାଳକଙ୍କୁ ଗଳା କାଟି ହତ୍ୟା । ପୂର୍ବକଚ୍ଛ ଥୋରିଆ ସାହିର ଜଗନ୍ନାଥ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ବେହେରା ଶନିବାରଠାରୁ ନିଖୋଜ ଥିବା ବେଳେ ରବିବାର ଗାଁ ନିକଟ ଏକ ହିଡରେ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଦୁର୍ବୁତ୍ତ ଜ୍ୟୋତି
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ଏକ ବୈଠକ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଅଶୋକ କୁମାର ଚାନ୍ଦ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ପ୍ରାକ୍ତନ ସଭାପତି ପ୍ରଭାକର
Read More...

କାଶୀ ତାମିଲ ସଙ୍ଗମମ୍ ୨୦୨୩ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଏବଂ ବ୍ରେଲି ଅନୁବାଦର ଶୁଭାରମ୍ଭ କଲେକନ୍ୟାକୁମାରୀ - ବାରାଣସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେକାଶୀ ତାମିଲ ସଙ୍ଗମମ୍ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଭାବନାକୁ ସମୃଦ୍ଧ କରୁଛିକାଶୀ
Read More...

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ ରାଉରକେଲା ତାଲୁକାର ଆସନ୍ତା ୨୮ ଜାନୁୟାରୀ ୨୦୨୪ରେ ବାର୍ଷିକ ସମ୍ମିଳନୀର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆହ୍ୱାନ
Read More...

ବିଜୁ ଏକ୍ସପ୍ରେସ ୱେରେ ମନଇଚ୍ଛା ଗଛକଟା ଚାଲିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ପାଇକମାଲ, ସାଲେପାଲି, ଖମାର ଘର ରାସ୍ତା କଡରେ ସୁଖିଲା ଗଛ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଅଛି । ଗଛ ପଡିଯାଇ ଧନ, ଜୀବନ ହାନି ହୋଇ ପାରେ ବୋଲି ଜନସାଧାରଣଙ୍କ ଅଭିଯୋଗ । ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ଏବଂ ସରକାରଙ୍କ ଦୃଷ୍ଟି
Read More...