Daily Archives

ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି

ରାୟଗଡା : ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି । ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯ୍ୟାତନାର ଶିକାର ହୋଇଥିଲେ । କୌଶଳ କ୍ରମେ ଖସି ଆସିଥିଲେ ମଧ୍ୟ ଘରେ ପହଞ୍ଚି ପାରିନଥିଲେ । ଟ୍ରେନରେ ଫେରି ରାୟଗଡା ପହଞ୍ଚିଲା ବେଳକୁ ଚାଲି ପାରୁ
Read More...

ଚାନ୍ଦିପୁର ବେଳାଭୂମିକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

ବାଲେଶ୍ୱର, (କେପିଏନ୍‌ଏସ୍‌) : ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁରେ ବାଲେଶ୍ୱର ଚାନ୍ଦିପୁର ବେଳାଭୂମିକୁ ବଣଭୋଜି ପାଇଁ ଆସୁଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ । ପର୍ଯ୍ୟଟକମାନେ ଚାନ୍ଦିପୁର ବେଳାଭୂମିରେ ପାନୀୟ ଜଳ, ଶୌଚାଳୟ ସହିତ
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବହି ପୂଜନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର କଳା ଓ କଳାକାର ସହର । ଗଞ୍ଜାମ ସହରର କଳାକାର ସଂଘଟିତ ଅନୁଷ୍ଠାନ କଳା ସାଂସ୍କୃତିକ ମଞ୍ଚର ତୃତୀୟ ଅବଦାନ ଦୁଇ ଗୋଟି ନାଟକ ଗଞ୍ଜାମ ସହାରକୁ ଭେଟି ଦେବାକୁ ଯାଉଅଛି । ରବିବାର ଦିନ ମା ଦୁର୍ଗାଦେବୀ ମନ୍ଦିରରେ ବହି ପୂଜନ କାର୍ଯ୍ୟକ୍ରମ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ପୂର୍ବତନ ବ୍ରହ୍ମପୁର ନଗରପାଳ, ମୁଖ୍ୟମନ୍ତ୍ରୀ, ଭାରତ ବର୍ଷର ସୁନାମଧନ୍ୟ ଶିକ୍ଷାବିତ୍‌ ବିନାୟକ ଆଚାର୍ଯ୍ୟଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିନାହାନ୍ତି ବୋଲି ସୋମବାର ପୂର୍ବାହ୍ନରେ ପୂଜ୍ୟପୂଜା ସମିତି ପକ୍ଷରୁ ଆୟୋଜିତ ଆଚାର୍ଯ୍ୟଙ୍କ ୪୦ତମ
Read More...

ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖୁଜେନପାଲି ଶୈବ ପୀଠଠାରେ ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ : ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହା ପରେ ଆୟ
Read More...

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ସାଂସ୍କୃତିକ ସଂଗଠନ ବଲାଙ୍ଗିର ଦ୍ୱାରା ମାନବିକ ଅଧିକାର ଦିବସ ଏବଂ ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଲୋଇସିଂହା ଆଦିବାସୀ ଭବନଠାରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଂପାଦକ ଶଙ୍କର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ସଙ୍ଗୀତାଙ୍କ ସାମ୍ବାଦିକ ସମ୍ମିଳନୀ : ମଦ ମାଫିଆଙ୍କୁ ମିଳୁଛି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷା, ସବିଆଇ ଯାଞ୍ଚ…

ଦେଶୀ ମଦ ପରେ ଗଞ୍ଜେଇ ଚୋରା ଚାଲଣକୁ ନେଇ ସତର୍କ ହୁଅନ୍ତୁ ସରକାର ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ମଦ ନୀତି ଉପରେ ଜୋରଦାର ବର୍ଷିଛନ୍ତି ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଗତ ସନ୍ଧ୍ୟାରେ ବଲାଙ୍ଗିର ସାର୍କିଟ ହାଉସଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସେ
Read More...

ଗୀତା ମିଶ୍ରଙ୍କ ତତ୍ତ୍ଵାବଧାନରେ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଚନ୍ଦ୍ରହାସିନୀରେ ବଣଭୋଜି

ବରଗଡ, (ନିରୋଜ କୁମାର ପାଣୀ) : ସମଲାଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ବରଗଡ଼ର ସମାଜସେବୀ ଗୀତା ମିଶ୍ର ବଣଭୋଜିର ଆୟୋଜନ କରି ଆମୋଦିତ କରାଇଛନ୍ତି । ଅନ୍ତେବାସୀ ବୃଦ୍ଧ ବୃଦ୍ଧାଙ୍କ ସହିତ ସେବକ ସେବିକା ଗଣ ଛତିଶଗଡ ରାଜ୍ୟ ଚନ୍ଦରପୁରଠାରେ ବଣଭୋଜି ସାଙ୍ଗକୁ
Read More...

୩ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତା.୧୦.୧୨.୨୦୨୩ ରବିବାର ଦିନ ସ୍ଥାନୀୟ ରାଜାଜି ଟାଉନ ହଲଠାରେ ପଦ୍ମପୁରର ମହିଳାମାନଙ୍କୁ ନେଇ ରଙ୍ଗୋଲି, ଝୁଟି ଓ କଣ୍ଠ ସଂଗୀତ ପ୍ରତିଯୋଗିତା ହୋଇଥିଲା । ସର୍ବ ପ୍ରଥମେ ପଦ୍ମପୁର ଟାଉନ କ୍ଲବର ଉପଦେଷ୍ଠା ଶିରିଶ ବହିଦାରଙ୍କୁ
Read More...