Daily Archives

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ କାର୍ଯ୍ୟକ୍ରମ

ଶ୍ରୀମତୀ ସରିତା ପ୍ରଧାନ ହେଲେ 'ଗରିମା ଶ୍ରେଷ୍ଠ ଓଡ଼ିଆଣୀ' ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଚର୍ଚ୍ଚିତ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଶ୍ରେଷ୍ଠ ଓଡ଼ିଆଣୀ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷା
Read More...

ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ : ଡ଼ଃ ଷଡ଼ଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ ବୋଲି ଆଲୋଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି । ଛେଣ୍ଡ ସ୍ଥିତ ଚିନ୍ମୟ ବିଦ୍ୟାଳୟଠାରେ ସଚ୍ଚିଦାନନ୍ଦ ସ୍ମାରକୀ ନିଧି ପକ୍ଷରୁ ଆୟୋଜିତ ସଚ୍ଚିଦାନନ୍ଦ ସ୍ମାରକୀ
Read More...

ବାସନ୍ତୀ ପାଠାଗାରରେ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାଠାଗାର ପରିସରରେ ସାମାଜିକ ପ୍ରତିବଦ୍ଧତା ନେଇ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲର ଅସ୍ଥି ଶଲ୍ୟ ବିଶେଷଜ୍ଞ
Read More...

କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପଲେଇଙ୍କ ଆବାହକତ୍ଵରେ ଆୟୋଜିତ ଆଇଜିଏଚ୍‌ର
Read More...

ଜଳ ଓ ପରିମଳ ବିଭାଗର ନିମ୍ନମାନ କାର୍ଯ୍ୟ ଯୋଗୁଁ ମାସେ ନ ପୁରୁଣୁ ରାସ୍ତାରେ ଜମୁଛି ପାଣି : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ହାଟପଦାଠାରେ ପାଇପ ଫାଟି ଯିବା ଯୋଗୁଁ ପ୍ରଶାସନ ତରଫରୁ ନିମ୍ନମାନ କାର୍ଯ୍ୟ ହୋଇଥିଲା । ଫଳରେ ମାସେ ନ ପୁରି ପାଇପ ଫାଟି ରାସ୍ତାରେ ପାଣି ଜମୁଛି । ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ରାସ୍ତା କାଦୁଅ ହୋଇଥିବା ଅଭିଯୋଗ
Read More...

ଗୋଚର ଜମିରେ ପିଚୁ ପ୍ଲାଣ୍ଟକୁ ନେଇ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ତହସିଲ ସ୍ଥିତ ବେଲଗାଁ ରାଜସ୍ୱ ସର୍କଲ ସ୍ଥିତ ଭିକାବାହାଲି ମୌଜାଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି ୧ ଏକକ ଜମି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟକାରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ଲୋକଙ୍କ
Read More...

ନିମ୍ନମାନର ପିଚୁକାମ ଅଭିଯୋଗ : ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଅଧିକ୍ଷଣ ଯନ୍ତ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାର କୋଟି କୋଟି ଟଙ୍କା ବ୍ୟୟରେ ସବୁଆଡେ ରାସ୍ତା ନିର୍ମାଣ କରୁଛନ୍ତି ଯାହାକି ଲୋକଙ୍କ ଗମନାଗମନରେ ସହାୟକ ହେବ । ଏହା ସହିତ ପୁରୁଣା ରାସ୍ତା ମରାମତି ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଛି । ସରକାରଙ୍କ ଉଦ୍ଦେଶ୍ୟ ଯେ, ଲୋକ ପ୍ରାଥମିକ
Read More...

ସମନ୍ୱତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ "କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ
Read More...

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ପଞ୍ଚାୟତ ଲୋକସେବା ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଓ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ଡିସେମ୍ବର ମାସ ୦୪ ତାରିଖ ସୋମବାର ସକାଳ ୧୦.୩୦ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସହ ସଂଯୋଜକ ଭାବେ ନୂତନ ଦାୟିତ୍ଵ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା୧୮-୧୧-୨୦୨୩ ରିଖ ଶନିବାର ଦିନରୁ ତା୧୯-୧୧-୨୦୨୩ ରବିବାର ଦିନ ପର୍ଯ୍ୟନ୍ତ କୋରାପୁଟ ଅନ୍ତର୍ଗତ ଜୟପୁର ସାଙ୍ଗଠନିକ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ବୈଠକରେ ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ
Read More...