Daily Archives

ଓସାକା ହାଇଦ୍ରାବାଦ୍‌ର ଡାଲଖାଇ ପୁରସ୍କାର ୨୦୨୩ ଫଳାଫଳ ପ୍ରକାଶିତ

ହାଇଦ୍ରାବାଦ୍‌, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଅତି ପ୍ରାଚୀନ ତଥା ଶକ୍ତି, ଭକ୍ତି, ସମର୍ପଣ ଏବଂ ଆଧ୍ୟାତ୍ମିକତାର ପ୍ରତୀକ 'ଡାଲଖାଇ'କୁ ପ୍ରୋତ୍ସାହନ ପାଇଁ ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ତରଫରୁ ଏହି ବର୍ଷ ଡାଲଖାଇ ପୁରସ୍କାର
Read More...

ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଆଡ଼ିର ଗଛ କାଟିଦେଲେ । ଥାନାରେ ଅଭିଯୋଗ କରିବା ସତ୍ୱେ କୌଣସି କାର୍ୟ୍ୟାନୁଷ୍ଠାନ ହେଲାନାହିଁ । ଏଣୁ ଜଣେ ଚାଷୀ ଆଜି ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଅଭିଯୋଗକାରୀ ଚାଷୀ ହେଉଛନ୍ତି ପୁଇଁତଲା ଥାନା ଅନ୍ତର୍ଗତ
Read More...

ଟିଟିଲାଗଡ ଉଠା ଦୋକାନୀ ସଂଘର୍ଷ ସମିତି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ବିଜେପି ଦଳର ସମର୍ଥନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନ ତଳେ ଟିଟିଲାଗଡ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେବା ପରେ ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀଙ୍କୁ ଉଠିବାକୁ ନିର୍ଦେଶ ଦେବା ସହ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହାର ତୀବ୍ର ବିରୋଧ
Read More...

ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଜେଆଇଟିଏମ୍‌ରେ ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀ ଉଦ୍‌ଘାଟନ
Read More...

ଜଗୁଆ ଗ୍ରାମ ପଞ୍ଚାୟତସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ଜଗୁଆ ଗ୍ରାମ ପଞ୍ଚାୟତସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ସ୍ଥାନୀୟ ସାଇ ଡୁଙ୍ଗୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ପରମେଶ୍ୱର ଆଡଯୁଆଡ କର୍ତ୍ତା ରୂପେ ବସିଥିଲେ । ଏହି ପୁଜା କମିଟିରେ ସଭାପତି ଦାୟିତ୍ଵ ତୁଲାଇଥିଲେ ଯାଦବ
Read More...

ଗୁରୁତର ଅଭିଯୋଗ : ତେଲେଙ୍ଗାନା ଇଟାଭାଟିରେ ୧୩ ଶ୍ରମିକ ବନ୍ଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଟା ଗଢ଼ିବାକୁ ଶ୍ରମିକ ଭାବରେ ଯାଇଥିଲେ । ଏବେ ତିନି ପରିବାରର ୧୩ ଜଣ ଇଟାଭାଟିରେ ବନ୍ଧକ ଅଛନ୍ତି । ବନ୍ଧକ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିବାକୁ ଜଣେ ଯୁବକ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଅଭିଯୋଗକାରୀ ଯୁବକ
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “କ୍ୟାରିଅର କାଉସିଲିଙ୍ଗ” ଓ କାର୍ଯ୍ୟାଳୟ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସୁପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଲଗାତାର ଭାବେ ଛାତ୍ରୀମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ଉନ୍ନତି ସକାଶେ କାର୍ଯ୍ୟକ୍ରମ ମାନ
Read More...

କଣ୍ଟାବାଞ୍ଜି ଜିଆର୍ ପ୍ଳେସ୍‌ରେ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜିଆର୍ ପ୍ଳେସ୍‌ଠାରେ ହଜାର ସଂଖ୍ୟାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅସୁବିଧା
Read More...

ଜାତୀୟ ପ୍ରେସ ଦିବସ : ରାଜନୈତିକ, ସୋସିଆଲ ମିଡ଼ିଆ ଆଗରେ ଧରାସାୟୀ ସାମ୍ୱାଦିକ ପେଶା

ସଞ୍ଜୟ କୁମାର ନାୟକ ଆଜିର ଆଧୁନିକ ଯୁଗରେ ଯଦି କାହାକୁ ନ୍ୟାୟ ମିଳୁନି ତାହେଲେ ପୀଡ଼ିତଙ୍କ ସ୍ୱର ହୋଇ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେଉଛି ପ୍ରେସ । କୌଣସି ସମସ୍ୟାର ସମାଧାନ ନିମନ୍ତେ ଏକ ମାତ୍ର ବ୍ରହ୍ମାସ୍ତ୍ର ହେଉଛି ଏହି ପ୍ରେସ । ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଜନସାଧାରଣଙ୍କ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଥମ ଚରଣରେ ଆଦିବାସୀ ଜିଲ୍ଲା ସମୂହର ଗ୍ରାମ ପଞ୍ଚାୟତଗୁଡିକୁ ଅଭିନନ୍ଦନ ପତ୍ର ପ୍ରଦାନ

ଡିଜିଟାଲ ଇଣ୍ଡିଆ ଭିତ୍ତିକ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଦେଶରେ ଏକ ଆଧୁନିକ, ପୂର୍ଣ୍ଣାଙ୍ଗ ଓ ସ୍ୱଚ୍ଛ ଭୂ-ରେକର୍ଡ ପରିଚାଳନା ବ୍ୟବସ୍ଥା ବିକଶିତ କରିବାଭାରତ ସରକାର ୨୦୨୩ ନଭେମ୍ବର ୧୫ତାରିଖରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରୁଛନ୍ତି ଏବଂ ଏହା
Read More...
error: Content is protected !!