Daily Archives

ନୂଆପଡ଼ା ଗ୍ରାମର ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ

କୁଡାସିଂହା, (କେପିଏନ୍‌ଏସ୍‌) : ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଗର୍ବ ଗୌରବ ସମ୍ମାନସ୍ପଦ ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ ଆଜି ଭୋର ୪ ଟା ସମୟରେ ହୋଇଯାଇଛି । ସେ ଥିଲେ ଜଣେ ଜଣାଶୁଣା ନୀତିବାନ, ସୁଦକ୍ଷ ନାଟ୍ୟ ଅଭିନେତା, ହାର୍ମୋନୀୟମ ବାଦକ,
Read More...

ଗାଈଖାଇ ଇକୋଟୁରିଜମ୍‌ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗାଈଖାଇ ଇକୋଟୁରିଜମ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ଘ ୧୧ଟା ୩୦ ମିନିଟ ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା
Read More...

ଦାଦନ ଦୁଃଖ ଥମିବାର ନାମ ନେଉ ନାହିଁ : ୨୪ ଦିନରେ ୫୯ ଦାଦନ ଶ୍ରମିକ ଉଦ୍ଧାର, ୮ ଜଣ ସର୍ଦ୍ଦାର ସହ ଜଣେ ଡ୍ରାଇଭରଙ୍କୁ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଦୁଃଖ ଥମିବାର ନାମ ନେଉନାହିଁ । ବିଭିନ୍ନ ସମୟରେ ଅକଥନୀୟ ପରିସ୍ଥିତିରେ ଉଦ୍ଧାର ହେଉଛନ୍ତି ଦାଦନ ଶ୍ରମିକ । ସଚେତନତା ଅଭାବ ଏବଂ ଟଙ୍କା ଲୋଭରେ ଅକାଳରେ ପଡ଼ୁଛନ୍ତି ଗରିବ ଶ୍ରମିକ । ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର
Read More...

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ବୈଠକରେ ମନମୋହନ ସାମଲଙ୍କ କର୍ଣ୍ଣ ମନ୍ତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରରେ ବୈଠକ ସେକ୍ଟର -୨ ସ୍ଥିତ ସେହନାଇ ମଣ୍ଡପଠାରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ
Read More...

କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଏଡ଼ିଏମ୍‌

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ର୍ଦୁନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ । ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଭାଗନେଇ କୃତୀତ୍ୱ ଅର୍ଜନ କରିଛନ୍ତି । ପ୍ରଥମେ ବିଭିନ୍ନ ବ୍ଲକ, ବିଜ୍ଞାପିତ
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗଡ଼ା ଗ୍ରାମରେ ଏକ ଅଜଣା ବାଇକ୍‌ ଧକ୍କାରେ ହରେକୃଷ୍ଣ ସାହୁନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଜଣକ ହେଲେ ବାଗଡ଼ିଆଁ ଗ୍ରାମର ରବୀନ୍ଦ୍ର ମଟାରୀ ବୋଲି ଜଣାପଡ଼ିଛି ।
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ସକମା ପଞ୍ଚାୟତରେ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିସହ ବିଜେଡ଼ିର ପୂର୍ବତନ ସହଯୋଗୀ
Read More...

ତୁରନ୍ତ ଖରିଫ୍‌ ଧାନକ୍ରୟ ପାଇଁ ମଣ୍ଡି ଖୋଲୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ୍‌ ଋତୁ ପାଇଁ ବଲାଙ୍ଗିରରେ ତୁରନ୍ତ ଧାନମଣ୍ଡି ଖୋଲିବ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ କହିଛନ୍ତି ଯେ, ନୂଆଁଖାଇ ଶେଷ ହେବାପରେ ଏବେ ବଲାଙ୍ଗିର ଧାନ ଅମଳ ଚାଲିଛି
Read More...

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ରାଉରକେଲାର ଗର୍ବ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ । ଶିକ୍ଷକ ପ୍ରବୀର କୁମାର ଦୁବେଙ୍କୁ ଇସ୍ପାତ ସାହିତ୍ୟ ଖଟିରେ ଶିକ୍ଷା ନିବୃତ ଭାବେ ଓ ନୂତନ
Read More...

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ରାଉରକେଲାଠାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ୍‌ ପକ୍ଷରୁ ସ୍ଥାନୀୟ ପାନ୍ଥ ନିବାଶଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଅଛି । ଅନୁଷ୍ଠାନର ସମ୍ପାଦକ ତଥା
Read More...