Daily Archives

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା କପଡା ବ୍ୟାଙ୍କ ପ୍ରତିଷ୍ଠା ଏବଂ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତୁ ଆମେ ସମସ୍ତେ ଆସନ୍ତା ପର୍ବ ପର୍ବାଣି ଏପରି ଭାବରେ ପାଳନ କରିବା ଯାହା ଅନ୍ୟମାନଙ୍କ ଜୀବନରେ ଉତ୍ସାହର ରଙ୍ଗ ପୂରଣ କରିପାରିବ । ଏହିପରି କିଛି କରିବା ପାଇଁ ସହଯୋଗ ଫାଉଣ୍ଡେସନ୍ ଦୀପାବଳି ଅବସରରେ ଅଭାବୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପୋଷାକ ବଣ୍ଟନ
Read More...

କୁଟାସିଂହାରୁ ସଲେଭାଟା ରାସ୍ତା ପାଲଟିଛି ମରଣଯନ୍ତା : ରାସ୍ତା ଉପରେ ମାଡି ବସିଛି ଅନାବନା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କୁଟାସିଂହାରୁ ସାଲେଭଟା ୨୬ ନମ୍ବର ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଥିବା ସାଙ୍ଗକୁ ବର୍ଷା ଦିନିଆ ଅନାବନା ଗଛଲତା ଉଠି ରାସ୍ତାକୁ ମାଡି ବସିଛି । ଠିକରେ ଆଗକୁ ରାସ୍ତା ଦେଖି
Read More...

ଆମ ଓଡିଶା ନବୀନ ଓଡିଶା ୧୦ମ ଦିନରେ : ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୦.୫୦ କୋଟି – ୨୪୨୭ ପ୍ରକଳ୍ପସମ୍ବଲପୁରର ୩ଟି ନିର୍ବାଚନ ମଣ୍ଡଳୀ ପାଇଁ ୬୯ କୋଟି – ୧୮୦୧ ପ୍ରକଳ୍ପମାଲକାନଗିରିର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୫.୫୦ କୋଟି - ୧୪୩୦ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାଗ୍ରାମବିକାଶ କ୍ଷେତ୍ରରେ ନବୀନ
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ
Read More...

ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ୦୬ ତାରିଖରୁ
Read More...

ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲିଆମୁଣ୍ଡା ଗ୍ରାମରେ ଆୟୋଜିତ ପବିତ୍ର ମା' ଗଜଲଷ୍ମୀଙ୍କ ପୂର୍ଣ୍ଣାହୁତି ଉତ୍ସବରେ ସାମିଲ ହୋଇ ମା' ଲକ୍ଷ୍ମୀଙ୍କ କରୁଣାରୁ ସମସ୍ତଙ୍କ ଜୀବନ
Read More...

ଟିଟିଲାଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ, ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ତରଫରୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବାହାର ରାଜ୍ୟକୁ ହେଉଥିବା ଦାଦନ ଚାଲାଣ ରୋକିବାକୁ ଏକ ସଚେତନତା ସଭା ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ଓଡ଼ିଶା, ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଟିଟିଲାଗଡ ରେଳବାଇ ଷ୍ଟେସନ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ସଚେତନତା ସଭାରେ ଶ୍ରମିକମାନେ କିପରି
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତି ନିବାରଣ ଉପରେ
Read More...

ବଙ୍ଗୋମୁଣ୍ଡାରେ ଯୋଗଦେଲେ ଦୁଇ ଏବିଇଓ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟରେ ଦୁଇଜଣ ଗୋଷ୍ଠି ଶିକ୍ଷା ସହ-ଅଧିକାରୀ (ଏବିଇଓ) କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ସେମାନେ ହେଲେ ଚୈତନ୍ୟ ଧରୁଆ ଓ ସୋମନାଥ ମଙ୍ଗରାଜ । ଏ ଅବସରରେ ବିଇଓ ବୈକୁଣ୍ଠ ନାଥ ଶବର, ବିଆରସି ଅରୁଣ କୁମାର
Read More...

ବେକରେ ରଶି ଲଗାଇ ଗଛରେ ଝୁଲୁଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ନିକଟସ୍ଥ ଗଙ୍ଗାସାଗର ନିକଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ପାଟଣାଗଡ଼ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସକାଳୁ କିଛି ଗ୍ରାମବାସୀ ଜଣେ ଯୁବକଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।
Read More...