Daily Archives

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣର ଆଜି ତ୍ରୟୋଦଶ ଦିବସରେ ଅମ୍ବିକା ବେଶରେ ଦେବୀ ଦର୍ଶନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପାର୍ବଣ ସାମାରୋହର ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଛି । ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋଇ ଆସୁଥିବା ଦେବୀଙ୍କ ଚଳିତବର୍ଷର ଷୋଳଦିନାତ୍ମକ ପୂଜା ଏକ ଚର୍ଚ୍ଚିତ ଇତିହାସର ଗାରିମା
Read More...

ଦେଓଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ସାଲେପାଲି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ଦଳ ଗଠନ କରାଯାଇଥିଲା । ଚତୁର୍ଥରୁ ସପ୍ତମ କନିଷ୍ଠ, ଅଷ୍ଟମରୁ ଓ
Read More...

ବରଗଡ଼ରେ ଜିଲ୍ଲାସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ ମହା ବିଦ୍ୟାଳୟରେ ବରଗଡ଼ ଜିଲ୍ଲା ଯୁବ ରେଡ଼୍‌କ୍ରସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୁବ ରେଡ଼୍‌କ୍ରସ ସଂଯୋଜକ ପରମାନନ୍ଦ ରଥ ଯୋଗଦାନ କରି କିଭଳି
Read More...

ପାଇକମାଲ ବ୍ଲକର ନୂତନ ବିଡିଓଙ୍କୁ କଳାକାରଙ୍କ ତରଫରୁ ସ୍ଵାଗତ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ବଦଳି ହେବା ପରେ ନୂତନ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ କଳାକାର ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ନେତୃତ୍ୱରେ ସମ୍ୱର୍ଦ୍ଧିତ
Read More...

ପାଇକମାଲରେ “ମୋ ମାଟି, ମୋ ଦେଶ” ସ୍ୱାଧୀନତା ସଂଗ୍ରାମୀ ପୀଠରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଠାରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ " ମୋ ମାଟି, ମୋ ଦେଶ" କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପୀଠ ଓ ଘରୁ ଘରୁ ମାଟି ସଂଗ୍ରହ ଅଭିଯାନ କରାଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଭାରତୀୟ ଜନତା
Read More...

୧୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିଲା ମହିଳାଙ୍କ ମୃତଦେହ

ବେଲପଡା, (ଅଶୋକ କୁମାର ବାଗ) : ୧୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିଲା ମହିଳାଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମାଲିମୁଣ୍ଡା ଗ୍ରାମରେ । ସୂଚନା ଅନୁସାରେ କିଛି ବର୍ଷ ଆଗରୁ ଗାଁର ବିଭିଷଣ ବାଗ ଏବଂ ସ୍ତ୍ରୀ ଶଙ୍ଖ ବାଗଙ୍କ
Read More...

ଟିଟିଲାଗଡରେ ୮ ଘଣ୍ଟିଆ ବିଦ୍ୟୁତ କାଟ, ସରକାରୀ ଡାକ୍ତରଖାନାରେ ଜେନେରେଟର ଠିକ ସେ କାମ କରୁନଥିବା ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଉପରେ ବାରମ୍ବାର କିଛି ନା କିଛି ଅଭିଯୋଗ ହୋଇ ଆସୁଛି । ବୁଧୁବାର ଦିନ ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚିତ କରାଯାଇ ବିଦ୍ୟୁତ କାଟ ହୋଇଛି ।
Read More...

ବରପାଲିରେ ବ୍ଲକସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମଙ୍ଗଳବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରପାଲି ଆନୁକୁଲ୍ୟରେ "ସୁରଭି" ଓ ମିଲେଟସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ବ୍ଲକ କୃଷିଅଧିକାରୀ
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍…

● ଜୁଲାଇ ପହିଲା ୨୦୨୩ ଠାରୁ ପିଛିଲା ଭାବେ ମିଳିବ ମାସିକ ୪% ଅତିରିକ୍ତ ଡିଏ● ୪୮.୬୭ ଲକ୍ଷ ସରକାରୀ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଲାଭାନ୍ୱିତ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ
Read More...

ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ,
Read More...