Daily Archives

ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

● “କୌଶଳ ଦୀକ୍ଷାନ୍ତ ସାମରୋହ ଆଜିକାର ଭାରତର ଅଗ୍ରାଧିକାର ପ୍ରତିଫଳିତ କରୁଛି”● ‘ସଶକ୍ତ ଯୁବ ଶକ୍ତି ଦ୍ୱାରା ଦେଶ ଅଧିକ ଉନ୍ନତି କରେ, ଏହା ଦ୍ୱାରା ରାଷ୍ଟ୍ରର ସମ୍ବଳ ପ୍ରତି ଉପଯୁକ୍ତ ନ୍ୟାୟ ଦେଇ ହୁଏ”● “ଏବେ ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଏହି ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ
Read More...

ସଘନ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇଏମ୍ଆଇ ୫.୦) ଅଭିଯାନର ସମସ୍ତ ତିନୋଟି ପର୍ଯ୍ୟାୟ ୧୪ ଅକ୍ଟୋବର ୨୦୨୩ ରେ ଶେଷ ହେବ

ମିଳିମିଳା ଓ ରୁବେଲା ଟିକାକରଣ ପରିସରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ● ଦେଶର ସମସ୍ତ ଜିଲ୍ଲାରେ ଆଇଏମ୍ଆଇ ୫.୦ ଅଭିଯାନ ଚାଲିଛି ଏବଂ ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ ସାମିଲ ଅଛନ୍ତି● ଆଇଏମ୍ଆଇ ୫.୦ ଅଭିଯାନର ପ୍ରଥମ ୨ ରାଉଣ୍ଡରେ ସାରା ଦେଶରେ ୩୪ ଲକ୍ଷରୁ ଅଧିକ ଶିଶୁ ଏବଂ ୬
Read More...

ମୁରିବାହାଲରେ ବ୍ଲକସ୍ତରୀୟ ଯାଦବ ମହାସଭା ନୂଆଁଖାଈ ଭେଟଘାଟ : ଶିକ୍ଷା, ଆର୍ଥିକ ଓ ରାଜନୈତିକ ଅଧିକାର ଉପରେ ଗୁରୁତ୍ୱ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡିଆଠାରେ ଆଜି ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭା ନୂଆଁଖାଈ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଘୁମୁରା ଓ ଗୌଡ଼ ବାଡି ସହ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ଜଗଦୀଶକୁ ଲଙ୍କା ଚାଷ ଦେଇଛି ପରିଚୟ, ୬୦ ବର୍ଷ ହେଲା କରୁଛନ୍ତି ଚାଷ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁତସିଂହାର କଣ୍ଟାପାଲି ଗ୍ରାମର ଜଗଦୀଶ ସାହୁ ବିଗତ ୬୦ ବର୍ଷ ହେଲା ଲଙ୍କା ଚାଷ କରୁଛନ୍ତି । ପ୍ରଥମେ ତେଣ୍ଡା ସାହାଯ୍ୟରେ ବହୁତ୍ କଷ୍ଟରେ ପାଣି ମଡ଼ାଇ ଚାଷ କରୁଥିଲେ । ଏହା ବହୁତ୍ କଷ୍ଟଦାୟକ ଥିଲା ବୋଲି ସେ
Read More...

କୁଟାସିଂହା ଗାଁର ଇଷ୍ଟଦେବୀ ମା’ ଅଭୟା

କୁଟାସିଂହା : କୁଟାସିଂହା ଗାଁ ପାଖ ଅଙ୍ଗ ନଦୀ କୂଲେ ଓସ୍ତ ଗଛ ମୂଳେ କାହିଁ କେଉଁ କାଳରୁ ମା' ଅଭୟା ବିରାଜ ମାନ ହୋଇ ରହିଛନ୍ତି, ଶହେ ବର୍ଷ ପୂର୍ବେ ତତ୍କାଳୀନ ପାଟଣା ମହାରାଜ ପୃଥ୍ୱୀରାଜ ସିଂ ଦେଓ ଆଉ କୁଟାସିଂହା ଗୌନ୍ତିଆ ହରିବୋଲ ପାତ୍ରଙ୍କ ଅମଳରେ ମା'ଙ୍କ ଆବିର୍ଭାବ ହୋଇଥିଲା, ଜନ
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ବାଳିକାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଦିଗରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖ ଦିନ ପାଳିତ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ । ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି
Read More...

ପଣ୍ଡିତ ଉତ୍କଳମଣିଙ୍କ ସୃଷ୍ଟି ସମ୍ପର୍କିତ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ସୃଷ୍ଟି ସମ୍ଭାର ଉପରେ ଏକ ଆଲୋଚନାଚକ୍ର
Read More...

‘ଜାତୀୟ ସେବା ଯୋଜନା’ର ‘ନାମ ପଞ୍ଜିକରଣ’ ଓ ‘ଅଭିମୁଖୀକରଣ କାର୍ଯ୍ୟକ୍ରମ’

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ 'ନାମ ପଞ୍ଜିକରଣ' ଓ 'ଅଭିମୁଖୀକରଣ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି ।
Read More...

ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ରିଜର୍ଭ ପୁଲିସ ଲାଇନ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସୁସ୍ମିତା ମହାପାତ୍ରଙ୍କ
Read More...

ସାନଖେମୁଣ୍ଡି ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିକଟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିବା ପି.ଏସ୍.ଓ. ସୁରେନ୍ଦ୍ର ବାର୍ଲାଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ଗାଁକୁ ସୁନ୍ଦରଗଡ
Read More...