Monthly Archives

September 2023

ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଐତିହାସିକ ମୁହୂର୍ତ୍ତ :…

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗ ଦେଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ
Read More...

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି - ୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ରୁଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ
Read More...

ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା-ଆମେରିକାର ମିଳିତ ବିବୃତି

ଦିଲ୍ଲୀ, (ପିଆଇବି) : ଆମେ, ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଏକତ୍ରିତ ହୋଇଛୁ । ଆମର ପାରସ୍ପରିକ ଦୁନିଆ ପାଇଁ ସମସ୍ୟାର ସମାଧାନ କରିବା ଲାଗି ଆନ୍ତର୍ଜାତିକ ଆର୍ଥିକ
Read More...

ବଲାଙ୍ଗିର ସହର କଲେଜଛକଠାରେ ଟାଟା ଏସି ଧକ୍କାରେ କଲେଜ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ଟାଟା ଏସି ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁରୋମୁଣ୍ଡା ଗାଁର ନିର୍ମଳା ସୁନା ବଲାଙ୍ଗିର କନ୍ଧପାଲିପଡାର ସମ୍ପର୍କୀୟଙ୍କ ଘରେ ରହି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଆଜି
Read More...

ଜି-୨୦ ଶିଖର ସମ୍ମିଳନୀ ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଦିଲ୍ଲୀ, (ପିଆଇବି) :ବନ୍ଧୁଗଣଭାରତ ବିବିଧ ବିଶ୍ବାସ, ଆଧ୍ୟାତ୍ମିକତା ଓ ପରମ୍ପରାର ଦେଶ। ବିଶ୍ବର ଅନେକ ପ୍ରମୁଖ ଧର୍ମର ଜନ୍ମ ଏଠାରେ ହୋଇଛି ଓ ବିଶ୍ବର ପ୍ରତ୍ୟେକ ଧର୍ମକୁ ଏ ଦେଶ ସମ୍ମାନ ଦେଇଛି ।ଗଣତନ୍ତ୍ରର ଜନନୀ ହିସାବରେ ଆଲୋଚନା ଓ ଗଣତାନ୍ତ୍ରିକ ନୀତି ଉପରେ ଆମର ବିଶ୍ବାସ ଅନାଦି କାଳରୁ
Read More...

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ମିଳିତ ପ୍ରଗତିର ପ୍ରତୀକ ହେବ : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହା ସହଯୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବ ତଥା ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା କରିବ ।ଏକ୍ସ ସାମାଜିକ ଗଣମାଧ୍ୟମରେ
Read More...

ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି

ଦିଲ୍ଲୀ, (ପିଆଇବି) :ୟୋର ହାଇନେସ୍ଏକ୍ସିଲେନ୍ସିସ୍,ନମସ୍କାର! ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ, ଆମ ସଭିଙ୍କ ପକ୍ଷରୁ କିଛି ସମୟ ପୂର୍ବେ ମରକ୍କୋରେ ଆସିଥିବା ଭୂମିକମ୍ପ ଦ୍ବାରା ପ୍ରଭାବିତ ଲୋକମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଇବାକୁ ଚାହୁଁଛି ।ଆମେ ପ୍ରାର୍ଥନା
Read More...

ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଜି-20 ସମ୍ମିଳନୀ ଅବସରରେ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନି ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ମାର୍ଚ୍ଚ 2023 ରେ
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭
Read More...

ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।ନୂଆଦିଲ୍ଲୀ ନେତାଙ୍କ ଘୋଷଣାପତ୍ରର ଡିଜିଟାଲ କପି ସେୟାର କରି
Read More...