Monthly Archives

July 2023

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ଓ ସୁରଜ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵରଠାରେ ଯୁବ କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ଓଡ଼ିଶା ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଟିଟିଲାଗଡ଼ର ଅଭିଷେକ ପଟ୍ଟନାୟକ ୫୨୫୮ ଭୋଟ ପାଇ ବିଜୟୀ ହୋଇଛନ୍ତି । ଓବିଶି ବର୍ଗର
Read More...

ଜାଗା ମିଶନ ବିଷୟରେ ଲୋକଙ୍କୁ ଅବଗତ କରାଇଲେ ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ସର୍ବ ବୃହତ୍ ଯୋଜନା ହେଉଛି ଜାଗା ମିଶନ । ଏହି ଜାଗା ମିଶନ କଣ, ଲୋକ କିପରି ଏହି ମିଶନ ଅନ୍ତର୍ଗତ ଜାଗା ଖଣ୍ଡିଏ ପାଇ ପାରିବେ, ଆବେଦନ ଠାରୁ ନେଇ ଘର ତିଆରି ପର୍ଯ୍ୟନ୍ତ କଣ କଣ କରିବାକୁ ପଡ଼ିିବ, ଏ ସମସ୍ତ ବିଷୟରେ ଏକ ସଭା ସ୍ଥାନୀୟ
Read More...

ବରତୁଣ୍ତା ଓ ଜାମସେଠ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ନିରବତା ପରେ ବରତୁଣ୍ତା, ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଓ ବରତୁଣ୍ତା ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଆରଡି ବିଭାଗ ଅଧୀନରେ ଥିବା ବୁଲାଣି
Read More...

ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର : ବରଖାସ୍ତ ଦାବୀରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର ବୋଲି କହିବା ସହିତ ବରଖାସ୍ତ ଦାବୀରେ ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି ଯେ,
Read More...

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କାଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନିରୀକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ବୋର୍ଡ଼ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅଚାନକ ଝାରସୁଗୁଡା ରେଳ ଷ୍ଟେସନ ନିରୀକ୍ଷଣ କରିଥିଲେ । ଷ୍ଟେସନର ସମସ୍ତ ପ୍ଲାଟଫର୍ମର ରକ୍ଷଣାବେକ୍ଷଣ, ପରିଷ୍କାର ପରିଚ୍ଛନତା, ଫୁଟ ଓଭର ବ୍ରିଜ, ଟିକେଟ ବୁକିଙ୍ଗ୍‌ ବ୍ୟବସ୍ଥା, ପ୍ଲାଟ ଫର୍ମ୍ ୪ ଓ ୫
Read More...

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର, ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ମିଳିତ ସହଯୋଗିତାରେ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀ ସନ୍ନିକଟ ବ୍ୟାସ ଭବନ ପରିସରରେ ନୂତନ ଯୋଗ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।
Read More...

ବାଞ୍ଜିବାହାଲିରେ ୱାଇସିଡିଏ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ଲୋକଙ୍କ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଥିବା
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂଘର କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟା ଓ ନିମନ୍ତ୍ରିତ ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଆସନ୍ତା ତା.୨୭.୦୭.୨୦୨୩ ତାରିଖରେ ତ୍ରିବେଣୀ ହୋଟେଲ ଠାରେ ପାଳିତ
Read More...

ବିଦ୍ୟା ପବ୍ଲିକ ବିଦ୍ୟାଳୟର ସମ୍ମୁଖରେ ଥିବା ନାଳ ମରାମତି ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୪ ନମ୍ବର ୱାର୍ଡ ରଘୁନାଥ ସାହିରେ ରହିଛି ବିଦ୍ୟା ପବ୍ଲିକ ବିଦ୍ୟାଳୟ । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଧୟନ କରୁଛନ୍ତି । କିନ୍ତୁ କିଛି ଦିନ ହେଲା ମୁଖ୍ୟ ନାଳର ଏକପାଖ ବାଡ ଭୁଷୁଡ଼ି ଯାଇଥିବାରୁ ବିଦ୍ୟାଳୟକୁ ଯିବା ଆସିବାରେ
Read More...

ଲୋୟର ସୁକ୍‌ତେଲ ବୁଡ଼ି ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ନରସିଂହ

ବିସ୍ଥାପନ ଶେଷ ପର୍ଯ୍ୟାୟରେ ଗଡଶଙ୍କର ଡୁଙ୍ଗୁରିପାଲିରେ ପହଞ୍ଚିଲେ ନରସିଂହଥଇଥାନ କଲୋନୀର ଅସ୍ଥାୟୀ ଆଶ୍ରୟ ସ୍ଥଳି କଲେ ପରିଦର୍ଶନଆଇନସଙ୍ଗତ ସମସ୍ତ ଅସୁବିଧା ନିଶ୍ଚିତ ଦୂର ହେବ : ନରସିଂହପାଣି ବଢ଼ୁଥିବାରୁ ଥଇଥାନ କଲୋନୀକୁ ଶୀଘ୍ର ଯାଆନ୍ତୁ ଲୋକେ : ନରସିଂହଆସନ୍ତାକାଲି ବିସ୍ଥାପିତଙ୍କ
Read More...