Monthly Archives

July 2023

ବାଇକ୍‌କୁ ଧକ୍କା ଦେଲା ବସ୍, ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର

ସୋନପୁର : ସୋନପୁର ସିଆଲ୍‌ଜୁରି ନିକଟରେ ବାଇକ୍‌କୁ ଧକ୍କା ଦେଲା ବସ୍‌ । ଏହି ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବାଘପାଲି ଗାଁର ଦୁଶାସନ ସାହୁ ବୋଲି ଜଣାପଡିଛି । ବାଇକ୍‌ ଯୋଗେ ନିଜ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି । ସୂଚନା
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କିଆକଟା ଥାନା ଏଏସ୍‌ଆଇ

ବୌଦ୍ଧ : ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସୂଚନାନୁଯାୟୀ, କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀ ପାରିବାରିକ କେସ୍‌କୁ ରଫାଦଫା କରିବା ପାଇଁ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କୁ
Read More...

ଶୋଚନୀୟ ଅବସ୍ଥାରେ ୨ ନମ୍ବର ୱାର୍ଡର ରାସ୍ତାଘାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ଟିକିଏ ବର୍ଷାରେ ପାଲଟୁଛି ପୋଖରୀ । ସେହିରାସ୍ତା ଦେଇ ସାହିବାସିନ୍ଦା, ସ୍କୁଲ କଲେଜର ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରାଞ୍ଚଳରେ ସରକାରଙ୍କ ପାଖରୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ଜୀବନ୍ତ ଦଗ୍ଧ

ଗୌଡପାଲି : କୋଇଲା ବୋଝେଇ ହାଇୱା ସହ ଗୁଟଖା ବୋଝେଇ ଟ୍ରକ୍ ଧକ୍କା । ଡ୍ରାଇଭର ଜୀବନ୍ତ ଦଗ୍ଧ । ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ବଡକୁଣ୍ଢେଇସରା ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ୫୩ନଂ ଜାତୀୟ ରାଜପଥ
Read More...

ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ

ଭୁବନେଶ୍ଵର : ଭୁବନେଶ୍ଵର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ରେଡ୍ ବେଳେ ୫୦୦ ଲିଟର ମଦ ଜବତ ହୋଇଛି । ଏହା ସହ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁଯାୟୀ, ସାଲିଆ ସାହି ବସ୍ତିରେ ଆଜି ଅବକାରୀ ବିଭାଗ, ଫ୍ଲାଇଂ ସ୍କ୍ଵାର୍ଡ ଏବଂ ମୈତ୍ରୀ ବିହାର ପୋଲିସ
Read More...

କାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଥାନା କଲେଜ ରୋଡ଼ରେ ଥିବା କାଳୀ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ହୁଣ୍ଡିରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏହା ସହ ମନ୍ଦିର ଷ୍ଟୋରରେ ପଶି ଏକ ଟ୍ରଙ୍କ ଚୋରି କରି ନେଇଛନ୍ତି । ଏଥିରେ କିଛି ସୁନା ଓ ରୁପା
Read More...

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ‘ଆସନ୍ତୁ ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ୱର ଗଢ଼ିବା’

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ପାଇଁ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ନିଜର ମତ ରଖିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁ ସମୟରେ ସହଯୋଗ କରି
Read More...

ମାଲକାନଗିରିରେ ପ୍ରବଳ ବର୍ଷା : ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି/କାଲିମେଳା : ମଙ୍ଗଳବାର ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି । ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ
Read More...

ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ

● ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ● ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱଗୁରୁ ଭାବେ ରୂପାନ୍ତରିତ କରିବ : ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ● ଭୁବନେଶ୍ୱରରେ ଏନଇପି-୨୦୨୦କୁ ନେଇ ମିଳିତ ସାମ୍ବାଦିକ
Read More...

ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏସ୍‌ପିଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ କଂଟାବାଂଜିରେ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ସଦସ୍ୟମାନେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ବଲାଙ୍ଗିର
Read More...