Monthly Archives

June 2023

ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରଥଯାତ୍ରା ଦିନ ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ କାଳିଆ ଠାକୁର,
Read More...

ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁନ୍‌ ତର୍‌କାରୀ ଥି ପାତଲ୍‌ଘଁଟା ଟିକେ ନେଇଁ ପଡ଼୍‌ଲେ ଅସଲ୍‌ ସୁଆଦ୍‌ ନେଇ ଆସେ । ହେଥିର୍‌ ଲାଗି ତ' ରନ୍ଧାଘରେ ରଜା ପାଲ୍‌ଟିଥିସି ପାତଲ୍‌ଘଁଟା । ମାତର୍‌କ ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା । ତାର୍‌ ଭାଉ ଶୁନି ଦେଲେ ମୁଡ଼୍‌ ଝାଏଁ ଝାଏଁ କରୁଛେ ଲୁକର୍‌ ।
Read More...

ଜରାସିଂହା ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ କଳକୀ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ଗାଁର ମାଉସୀ ମାଁ ମନ୍ଦିରରେ ବୁଧବାର ଶ୍ରୀ ଜଗନ୍ନାଥ କଳକୀ ଅବତାର ଧାରଣ କରିଥିଲେ। ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
Read More...

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହ ପ୍ରାଙ୍ଗଣରେ ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ "ସୂର୍ୟ୍ୟସ୍ନାତ" ଉନ୍ମୋଚନ ଉତ୍ସବ ଓଡିଶା ସାହିତ୍ୟ ଏକାଡେମିର ସଦସ୍ୟ କଵି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ସଂଖ୍ୟାଲଘୁଙ୍କ ଆର୍ଥିକ ଓ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ଚେଷ୍ଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଏସ୍‌ଟି, ଏସ୍‌ସି ବିକାଶ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପରାମର୍ଶଦାତା ତାହିରା ଖାତୁନ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ପାନପୋଷ ସର୍କିଟ ହାଉସ୍ ଠାରେ ଅବସ୍ଥାନ କରିବା ସହ ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ସଂଖ୍ୟାଲଘୁ
Read More...

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଯୁବ ସମାଜସେବୀ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଅଭିଷେକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେକ୍ଟର ୧୬ ଧବଳେଶ୍ୱର ମନ୍ଦିରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ତୃଣମୂଳ କଂଗ୍ରେସର ଦକ୍ଷିଣ ପୂର୍ବ
Read More...

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ)ବିତରଣ କାର୍ୟ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ଦ୍ୱାରା
Read More...

ଛତ୍ରପୁରରେ ଶ୍ରୀଜଗନ୍ନାଥଙ୍କ କଲକୀଅବତାର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟତଃ ଦୁଇଶହ ବର୍ଷ ତଳରୁ ଆରମ୍ଭ ହୋଇଛି, ଛତ୍ରପୁର ସହରରେ ବୈଷ୍ଣବସମ୍ମତ ଧର୍ମ ପରମ୍ପରା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଚଳଣି । ଛତ୍ରପୁର ସହରର ସୀତାରାମପଲ୍ଲୀ ଅଞ୍ଚଳରେ ପ୍ରଥମେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ପରେ ରାଜାଘର ଜଗନ୍ନାଥ
Read More...

ରାଉରକେଲାରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜୁନ୍ ୧୪ରୁ ୧୮ ତାରିଖ ପର୍ୟ୍ୟନ୍ତ ମୁମ୍ବାଇ ସହରର ଜାତୀୟ ବିଧାୟକ କନକ୍ଳେଭ (ଏନ୍‌ଏଲ୍‌ସି) ୨୦୨୩ ସମାପନ ହୋଇଥିଲା ବେଳେ ସମଗ୍ର ଦେଶରୁ ୭୫ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ଏବଂ ଓଡ଼ିଶାରୁ ୫ ଜଣ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯିବା ସହ ସମ୍ମାନିତ
Read More...

ରୋଗୀ କଲ୍ୟାଣ ସମିତିର ବୈଠକ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି, ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଜିଲ୍ଲା ପରିଷଦ ସଭ୍ୟ
Read More...