Monthly Archives

June 2023

ମଝା ରାତି ଟରକ୍‌ ପଛ୍‌ଆଡେ଼ ଜୁଗିଥିଲା କାଲ୍‌ : ସାଆଁଟି ନେଲା ୨ ଝନ୍‌ ଛୁଆର୍‌ ସାଙ୍ଗେ ୫ ଝନ୍‌କର୍‌ ପରାନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଝା ରାତି ଟରକ୍‌ ପଛ୍‌ଆଡେ଼ ଜୁଗିଥିଲା କାଲ୍‌ । ସାଆଁଟି ନେଲା ୨ ଝନ୍‌ ଛୁଆର୍‌ ସାଙ୍ଗେ ୫ ଝନ୍‌କର୍‌ ପରାନ୍‌ । ଗଲା ରାତିର୍‌ ପାଖାପାଖି ୧୧ ବଜେ ବଲାଙ୍ଗିର ସହର୍‌ ଠାନୁ ୩ କିଲୋମିଟର୍‌ ଧୁରିଆ ବଲାଙ୍ଗିର-ସମ୍ବଲପୁର ରୋଡ଼ ଛୁଇବନ୍ଧ ପାଖେ ଘଟିଛେ ଏନ୍‌ତା
Read More...

ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଚେରୀ ଛକଠାରେ ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଣୀବନ୍ଧ ଏବଂ ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଣୀବନ୍ଧ ଓ ପ୍ରତାପସାଗର ବନ୍ଧ ବଲାଙ୍ଗିର
Read More...

ଆନ୍ଦୋଳନରେ ଅମଲା ସଂଘ : ସରକାରୀ କାର୍ଯରେ ବାଧା, ହିତାଧିକାରୀ ହନ୍ତସନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ମିଳିତ ଅମଳା ସଂଘର ଆହ୍ୱାନ ତଥା ଜିଲ୍ଲା ମିଳିତ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ଜୁନ ଏକ ତାରିଖରୁ ସମସ୍ତ ବିଭାଗର ଅମଲାମାନେ ଏକମାତ୍ର ଦାବୀ ଲେଭେଲ ୯, ଗ୍ରେଡ ପେ ୪୨୦୦ ନେଇ ସମୁହ ଛୁଟିରେ ଯାଇଥିବା ବେଳେ ଆଜିକୁ ୧୩ ଦିନ ହେଲା ଜନ ସାଧାରଣ ବିଭିନ୍ନ
Read More...

କଳାଧାମ ଉତ୍ସବ ୨୦୨୩ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିତ୍ର, ସଙ୍ଗୀତ ଓ ନୃତ୍ୟ ମହାବିଦ୍ୟାଳୟ କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟ, ବଲାଙ୍ଗିର ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ କଳାଧାମ ଉତ୍ସବ -୨୦୨୩ ମହାସମାରୋହରେ ଆୟୋଜିତ ହୋଇଯାଇଛି । ମଧୁସୁଦନ ନାଏକଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା,
Read More...

ପାଚିକା ଓ ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଶାଢ଼ି ପାଇଁ ପ୍ରତ୍ୟେକ ପାଇଲେ ୫୦୦ ଟଙ୍କା ଭତ୍ତା୧୧୭.୭୩ କୋଟିର ଆର୍ଥିକ ସହାୟତା ଓ ଶାଢ଼ି ପାଇଁ ୫.୪୫ କୋଟି ଟଙ୍କାଉପକୃତ ହେଲେ ୧ ଲକ୍ଷ ୯ ହଜାର ପାଚିକା ଓ ସହାୟିକାମା' ପରି ପିଲାମାନଙ୍କ ଖାଇବା ଦାୟିତ୍ୱ ସ୍କୁଲରେ ନେଉଛନ୍ତି ପାଚିକା ଓ ସହାୟିକା, ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ :
Read More...

ବଲାଙ୍ଗିରରେ ଗଂଜେଇ ହାଟ, ପୁଣି ୯୨୦ କେଜି ଗଂଜେଇ ଧରିଲା ବଲାଙ୍ଗିର ପୋଲିସ : ଟ୍ରକ୍‌ ଜବତ୍‌, ଡ୍ରାଇଭର୍‌ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଂଜେଇ ହାଟ । ଏଇ କିଛି ଦିନ ଭିତରେ ତୁହାକୁ ତୁହା ଗଂଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ କାବୁ କରିବା ସହ ଗଦା ଗଦା ଗଂଜେଇ ଜବତ୍‌ କରୁଛି । ପୁଣି ଆଜି ଭୋର୍‌ ସାଢେ ୫ଟା ସମୟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଲାଗିଛି ଏକ ଗଂଜେଇ ବୋଝେଇ
Read More...

କନ୍‌ଫେଡେରେସନ୍‌ ଅଫ ଓଡିଶା ପବ୍ଲିକ ସ୍କୁଲସ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଆତ୍ମ ବିଶ୍ୱାସ ଓ କଠୋର ପରିଶ୍ରମ ସଫଳତାର ଚାବିକାଠି : ମନ୍ତ୍ରୀ ଶ୍ରୀ ମାରାଣ୍ଡି ଭୁବନେଶ୍ୱର, (କେପିଏନ୍‌ଏସ୍‌) : କନ୍‌ଫେଡେରେସନ ଅଫ ଓଡିଶା ପବ୍ଲିକ ସ୍କୁଲସ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ପାର୍କ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ତା ୨୧/୦୬/୨୩ ରିଖରେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ
Read More...

ଗାଇସିଲେଟରେ ଯୋଗଦେଲେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ପ୍ରଶାନ୍ତ କୁମାର ସାମଲ ଯୋଗ ଦେଇଛନ୍ତି । ଆଜି ସକାଳେ ଶ୍ରୀ ସାମଲ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ
Read More...

ଗୁଦେରପାଲିରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଥିବା ଆଶା ଯାହାକି କୁଣ୍ଡାଖାଇ ସେବା ସମବାୟ ସମିତିଠାରୁ ଗୁଦେରପାଲିରେ ନିଜସ୍ଵ ଏକ ସମବାୟ ସମିତି ଗଠନ କରିବାର ସ୍ୱପ୍ନ ଥିଲା ତାହା ଆଜି ସାକାର ହୋଇଛି । ପ୍ରଥମେ
Read More...