Monthly Archives

June 2023

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ନିମପୁରରେ ଝଟିଛି ଏକ ଅଭାବନୀୟ ଘଟଣା । ସକାଳୁ ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ଜଣେ ଛାତ୍ରଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି । ମୃତ ଛାତ୍ର ଜଣଙ୍କ ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧ ସ୍ଥିତ ସୋନୁ ମୋଟର ସମ୍ମୁଖରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ହୋଇ ଭୀମ ଭୋଇ
Read More...

ବୋଲେରୋରୁ ବିପୁଳ ପରିମାଣର ଚୋରା ମଦ ଜବତ, ୨ ଗିରଫ

ଜଗତସିଂହପୁର : ରଘୁନାଥପୁର ନିକଟ କଲରାବାଙ୍କରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ମୋବାଇଲ ୟୁନିଟ୍ ଓ କଟକ ଫ୍ଲାୟିଂ ସ୍କ୍ଵାର୍ଡର ମିଳିତ ଚଢ଼ାଉରେ ଏକ ବୋଲେରକୁ କାବୁ କରିଛି । ବୋଲେରୋରୁ ୫୦ ପେଟି ବିଅର ଓ ୧୯ ପେଟି ବିଦେଶୀ ମଦ ଜବତ ହୋଇଛି
Read More...

ଶିକ୍ଷୟିତ୍ରୀଙ୍କ ନିଆରା ଢଙ୍ଗରେ ଏଫ୍‌ଏଲ୍‌ଏନ୍‌ ପ୍ରଚାର

ହାତରେ ଏଫ୍‌ଏଲ୍‌ଏନ୍‌ ଲିଫଲେଟ ଧରି ଘରକୁ ଘର ଯାଇ ମାଆମାନଙ୍କୁ ବୁଝାଉଛନ୍ତି ଶିକ୍ଷୟିତ୍ରୀ ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ବୃତ୍ତିଗତ ଜୀବନରେ କର୍ତ୍ତବ୍ୟନିଷ୍ଠା, ସମାୟାନୁବର୍ତିତା, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ସମ୍ମାନର ଅଧିକାରୀ ହୋଇଥାଏ । ସମସ୍ତଙ୍କଠାରୁ ଅଜସ୍ର
Read More...

ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା

କୁଜଙ୍ଗ : ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା । କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଜଣେ ନାବାଳିକା ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇଛନ୍ତି । ନିଖୋଜ ନାବାଳିକା ଜଣଙ୍କ ଅରବିନ୍ଦ ମଲ୍ଲିକଙ୍କ ଝିଅ ଅର୍ଚ୍ଚିତା ପ୍ରିୟଦର୍ଶିନୀ
Read More...

ସୋଲରି ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁଅ ଅସିତ ଆଚାର୍ୟ୍ୟ (୨୦ ବର୍ଷ) । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ଶବ
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଏକ ଜମାକାରୀ ଶିକ୍ଷା ଏବଂ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ରଜ

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି
Read More...

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଏବଂ…

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଲା ବୈଠକ; ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ @୨୦୪୭ ଅନ୍ତର୍ଗତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ଆହୁରି ମଜବୁତ କରିବାଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ
Read More...

ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନବନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୦ ହଜାର ନିଯୁକ୍ତିପତ୍ର“ଆଜି ଭାରତର ଅଭିବୃଦ୍ଧି ଯାତ୍ରାରେ ସମଗ୍ର ବିଶ୍ୱ ଅଂଶୀଦାର ହେବା ପାଇଁ ବ୍ୟଗ୍ର”“ଆଜି ଭାରତ ଏହାର ରାଜନୀତିକ ସ୍ଥିରତା ପାଇଁ ଖ୍ୟାତିଲାଭ କରିଛି ଯାହାକି ଆଜିକାର ବିଶ୍ୱ ପାଇଁ ଖୁବ୍
Read More...