୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଦମକଳ ବାହିନୀ
ବଲାଙ୍ଗିର, (କେପିଏନ୍ଏସ୍) : ଜଣେ ନବ ବିବାହିତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଆଜି ଦେଖିବାକୁ ମିଳିଛି । ୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକ ଜଣକ ଡେଇଁବାକୁ ଉଦ୍ୟମ କରିଥିଲେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି!-->…
Read More...
Read More...