Monthly Archives

June 2023

ଲୋକାର୍ପିତ ହେବା ପୂର୍ବରୁ ଦବିଗଲା ପୋଲ : ନିମ୍ନମାନର କାମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଫଳରେ ଲୋକାର୍ପିତ ହେବା ପୂର୍ବରୁ ସେତୁର ଗୋଟିଏ ପାର୍ଶ୍ଵ ଦାବି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି
Read More...

ମରଣଯନ୍ତା ପାଲଟିଛି ବଲାଙ୍ଗିରର ସହରର ମୁଖ୍ୟ ରାସ୍ତାରେ ଥିବା ପୋଲ ଉପର, ରାସ୍ତାର ମରାମତି ପାଇଁ ଜିଲ୍ଲାପାଳଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା ତଥା ଲକ୍ଷ୍ମୀଜୋର ପୋଲ ଉପର ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ମରାମତି କରିବା ପାଇଁ ଗୁହାରୀ କରିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ । ଏହି
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସର ସଭା ସଦେଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାଲେଶ୍ୱର ରେଳ ଦୁର୍ଘଟଣାରେ ଓ ବଲାଙ୍ଗିର
Read More...

ପାଟଣାଗଡ଼ ପୋଲିସ ପଞ୍ଝାରେ ପାଞ୍ଚ ଜଣ ଚୋର

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ପାଞ୍ଚ ଜଣ ଯୁବକ ସୋଲାର୍‌ ପ୍ୟାନେଲ୍‌ ଚୋରି ଅଭିଯୋଗରେ ପାଟଣାଗଡ଼ ପୋଲିସ ଦ୍ୱାରା ଗିରଫ୍‌ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ ରହିଥିବା ହିଲ୍‌ଡ଼୍‌ ଏନାର୍ଜି ନାମକ ଏକ ସୋଲାର୍‌ ପ୍ରାଇଭେଟ୍‌ କମ୍ପାନୀରେ
Read More...

ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ ଆର୍ନ୍ତଜାତୀୟ ଦିବସ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମକୃଷ୍ଣ ଆଶ୍ରମ ମଟୋଗଣ୍ଡାଠାରେ ଥିବା ବିବେକାନନ୍ଦ ମେମୋରିଆଲ୍ ହଲ୍‌ଠାରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ମ.ରାମପୁରର ସୌଜନ୍ୟ ତଥା ଶ୍ରୀରାମକୃଷ୍ଣ ଆଶ୍ରମର ଆୟୋଜନ କ୍ରମେ ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ
Read More...

୧୦୬ ଜଣ ଚାଷୀଙ୍କୁ ବିରି ସହିତ ମକା ଓ ମୁଗ ଚାଷ ପାଇଁ ବିହନ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ କାର୍ଯ୍ୟାଳୟଠାରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଦ୍ଵାରା ତଥା ଆତ୍ମା କଳାହାଣ୍ଡିର ସହାୟତା କ୍ରମେ ଉର୍ଲ୍ଲାଦାନୀ ଗ୍ରାମ
Read More...

ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି ଯେ, ସରକାର ଚାଷୀଙ୍କ ଆୟ
Read More...

‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’

୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାରପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ମିଳିବ ସମୟୋପଯୋଗୀ ପ୍ରୋତ୍ସାହନଓଡ଼ିଶା ପାଇଁ ୪ ହଜାର ୫୨୮ କୋଟି ଟଙ୍କା ମଞ୍ଜୁର ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ
Read More...

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ବସ ଦୁର୍ଘଟଣା ଜନିତ ପ୍ରାଣହାନିକୁ ନେଇ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷଣା କଲେ ଅନୁକମ୍ପାମୂଳକ ସହାୟତା ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ବସ ଦୁର୍ଘଟଣାଜନିତ ପ୍ରାଣହାନିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି
Read More...

ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ନିବାସୀ ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ର(୮୭)ଙ୍କ ଆଜି ଅପରାହ୍ଣ ସାଢେ ୨ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଧର୍ମପତ୍ନୀଙ୍କ ଆଜି ଦଶାହ ଚାଲିଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ଇହଲୀଳା ସମ୍ବରଣ କରିଛନ୍ତି ।
Read More...