ଛତ୍ରପୁରରେ ଶ୍ରୀଜଗନ୍ନାଥଙ୍କ କଲକୀଅବତାର ଏକ ନିଆରା ପରମ୍ପରା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟତଃ ଦୁଇଶହ ବର୍ଷ ତଳରୁ ଆରମ୍ଭ ହୋଇଛି, ଛତ୍ରପୁର ସହରରେ ବୈଷ୍ଣବସମ୍ମତ ଧର୍ମ ପରମ୍ପରା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଚଳଣି । ଛତ୍ରପୁର ସହରର ସୀତାରାମପଲ୍ଲୀ ଅଞ୍ଚଳରେ ପ୍ରଥମେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ପରେ ରାଜାଘର ଜଗନ୍ନାଥ!-->…
Read More...
Read More...