Monthly Archives

May 2023

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ହେଲ୍‌ଥ ଏଣ୍ଡ ଫେମିଲି ୱେଲଫେୟାର ଡିପାଟମେଣ୍ଟ ପକ୍ଷରୁ ସମୀକ୍ଷା କରାଯାଇଛି । ବିଭାଗୀୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପୁରୀ ଗସ୍ତ କରି
Read More...

କୁମ୍ଭାରଖୁନ ଗ୍ରାମ ଗସ୍ତରେ ବିଧାୟକ ସରୋଜ ମେହେର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଖୁନ ଗ୍ରାମକୁ ଗସ୍ତ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର । ଏହି ଗସ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ସହଯୋଗରେ କୁମ୍ଭାରଖୁନ ଗ୍ରାମର ଡ୍ୟାମଠାରେ ଏକ ବୈଠକ ଅନୁଷ୍ଠିତ
Read More...

ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ ଦ୍ୱରା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୦୨୨-୨୩ ବର୍ଷରେ ଉଦ୍ୟାନ କୃଷି ଉତ୍ପାଦନ ମୋଟ ୧୩.୬୯ ମିଲିୟନ ଟନ୍‌ରୁ ଅଧିକ ହୋଇଛି । ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଫଳ ଓ ପନିପରିବା ସୁରକ୍ଷିତ ରଖିବା
Read More...

ବନ ବିଭାଗର ଚଢ଼ାଉ : ଲକ୍ଷ୍ୟାଧିକ ଟଙ୍କାର ଶାଗୁଆନ କାଠ ଜବତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନରେ ଥିବା ଗମ୍ଭାରୀଗୁଡା ଗ୍ରାମରେ ବନ ବିଭାଗ ଚଢ଼ାଉ କରିଥିବା ଜଣାପଡିଛି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ଗମ୍ଭାରୀଗୁଡା ଗ୍ରାମରେ ଚଢ଼ାଉ କରାଯାଇଥିଲା ଏବଂ
Read More...

ବଢିବାରେ ଲାଗିଛି ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କ ପ୍ରତି ଲୋକପ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ୧୫ ମାସ ହୋଇଛି ହେଲେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଜୋନ - ୨ର ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର
Read More...

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା – ୨.୦କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ
Read More...

ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୟୁଡ଼ିଏସପୁର ପଂଚାୟତ ଗସ୍ତ କରି ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମଠାରେ ୫ଟି
Read More...

ବଲାଙ୍ଗିରରେ ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌର ପରିଷଦର
Read More...

ଚାଉଳ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଏସ୍‌ ଚାଉଳ ଦୁର୍ନୀତି ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚା ଗର୍ଜନ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାର ତୁରନ୍ତ ତଦନ୍ତ
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ଼ ସଫଳତା : ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ମ୍ୟାକ୍ସ ପିକଅପ୍ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ଏକ ମ୍ୟାକ୍ସ ପିକଅପ୍ ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରାଯାଇଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୦୪ଟା ୪୫ରେ ଦେଓଗାଁ ପୋଲିସ୍ କର୍ମଚାରୀଙ୍କ ସହ ରାତିରେ
Read More...