Monthly Archives

May 2023

ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ରର 'ମିଶନ ଲାଇଫଷ୍ଟାଇଲ ଫର୍ ଏନ୍‌ଭାରମେଣ୍ଟ' କାର୍ଯ୍ୟକ୍ରମ ତରଫରୁ ଗାଁରେ ଥିବା ନୂଆଁମୁଡ଼ା
Read More...

ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ
Read More...

ଦାୟିତ୍ୱ ଗ୍ରହଣ କଲେ ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ । ପୂର୍ବ ଏସ୍‌ପି ନୀତିନ କୁଶଲକରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଲାଙ୍ଗିରରେ କାମ କରିବାର ସୁଯୋଗ ମିଳିଥିବାରୁ ନୂତନ ଏସ୍‌ପି ରିଷିକେଶ ଖିଲାରୀ ଉତ୍ସାହିତ ଥିବା
Read More...

ରାଜ୍ୟସଭା ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ପାଟଣାଗଡ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ତମିଆଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୋଟିଏ ସ୍କୁଟିକୁ କାର୍‌ ଧକ୍କା ଦେଇଥିବା ବେଳେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।
Read More...

ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଗୁଡଭେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଞ୍ଚୟ, ଋଣ, ବୀମା ଇତ୍ୟାଦି ବ୍ୟାଙ୍କ ସେବା ଗୁଡ଼ିକର ପ୍ରତ୍ୟେକ ଦିନ ଆବଶ୍ୟକ ହୋଇଥାଏ । ବିମୁଦ୍ରାକରଣ ତଥା କୋଭିଡ୍‌ର ପରବର୍ତ୍ତୀ ସମୟରେ ଡିଜିଟାଲ କାରବାର ପ୍ରତି ଲୋକପ୍ରିୟତା ବଢ଼ି ଚାଲିଛି । ଗ୍ରାମାଞ୍ଚଳର ବାସିନ୍ଦାମାନେ
Read More...

ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ବତନ
Read More...

ଅବକାରୀ ବିଭାଗର ଚଢାଉ : ୪ ଶହ ଲିଟର ଦେଶୀ ମଦ ଜବତ, ୧୬ ଗିରଫ

ଭୁବନେଶ୍ଵର : ସାଲିଆ ସାହିର ଇଡକୋ ବସ୍ତି, ନୟାଗଡ ବସ୍ତିରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ୪ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି । ଏହା ସହ ୫ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୃଦ୍ଧ ଗୁରୁତର

ମୋହନା : ବିଦ୍ୟୁତ ଆଘାତରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁର କୁନ୍ଦ୍ରା ଶବର । ସୂଚନା ଅନୁସାରେ, ବୁଧବାର ସକାଳେ କୁନ୍ଦ୍ରା ନିଜ ଘର ପାଖରେ ଥିବା କଦଳୀ ଗଛ କାଟୁଥିଲେ । କଦଳୀ ଗଛ ନିକଟରେ ଏକ ବିଦ୍ୟୁତ୍‌ ତାର ଓହଳି
Read More...

ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓଏଭି ଶିକ୍ଷକ ରୁଷିଆ ମେହେର

ରେଙ୍ଗାଲି, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଏଜୁକେସନ ସର୍ଭିସ (ଓଇଏସ) ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଘନଶ୍ୟାମ ମେହେରଙ୍କ ପୁତ୍ର ରୁଷିଆ ମେହେର ଏହି ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି ।
Read More...

ଗରିବ ଆଦିବାସୀଙ୍କ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହଡପ : ପୋଲିସ ଚୁପ୍‌ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ଭଣ୍ଡାରଜୁରୀ ଗ୍ରାମର ପାଖାପାଖି ୧ ଶହ ଏକର ଜମିରୁ ଅଧିକ ଆଦିବାସୀମାନଙ୍କ ଜମି ଉପରେ ଝାରବନ୍ଧ ବ୍ଲକ କନ୍ଧାଡଙ୍ଗର ଗ୍ରାମର ପବିତ୍ରା ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା
Read More...