Monthly Archives

May 2023

ଯୋବ୍ରା ବ୍ୟାରେଜ୍‌ରୁ ଯୁବକଙ୍କ ମୃତଦେହ ଠାବ

କଟକ : କଟକ ଯୋବ୍ରା ବ୍ୟାରେଜ୍‌ର ୧୭ ନମ୍ବର ଗେଟ୍‌ରୁ ଯୁବକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ଏକ ମୃତଦେହ ଭାସୁଥିବା ବେଳେ ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ
Read More...

ବଜ୍ରକାପ୍ତା କାତି ସହ ୪ ଦେଶୀ ବନ୍ଧୁକ ଜବତ, ଦୁଇ ଶିକାରୀ ଗିରଫ

ଉଦଳା : କପ୍ତିପଦା ରେଞ୍ଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବଜ୍ରକାପ୍ତା କାତି ଏବଂ ୪ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବନ ବିଭାଗ ଗୁରୁବାର କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ ଜଣଙ୍କ
Read More...

ଅଣ୍ଡାରୁ ଛୁଆ ଫୁଟାଇଲା ଘଡ଼ିଆଳ କୁମ୍ଭୀର

ଅନୁଗୁଳ : ସାତକୋଶିଆରେ ଆଜି ଅଣ୍ଡାରୁ ଫୁଟି ବାହାରିଲେ ଘଡ଼ିଆଳ କୁମ୍ଭୀର । ମା’ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା
Read More...

ଆମ୍ବ ଗୋଟାଇବାକୁ ଯିବା ବେଳେ ଆକ୍ରମଣ କଲା ହାତୀ : ୧ ମୃତ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଦ୍ୱିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୋପଦୀ ନାୟକ(୬୦) । ସେ ଆକୁଳ ପଞ୍ଚାୟତର ୧୦ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ
Read More...

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର

ଆନନ୍ଦପୁର : ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁରର କୋଡାପଡା ଗୋଳାବନ୍ଧର ଗ୍ରାମରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଜୈରାମ ନାଇକ (୭୪) ଶୌଚ ହେବାକୁ ଗୁରୁବାର ସକାଳୁ ବାହାରକୁ ଆସିଥିବା ବେଳେ ଦାନ୍ତା
Read More...

ଡଙ୍ଗା ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା : ବାଲିମେଳା ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ - ୩ ଗ୍ରାମର ୩ ଜଣ ମାଛ ଧରିବାକୁ ବାଲିମେଳା ଜଳ ଭଣ୍ଡାରକୁ ଯାଇଥିଲେ । ମଝି ନଦୀରେ ପବନ ଓ ବର୍ଷା ପ୍ରବଳ ବେଗରେ ହେବା
Read More...

ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ, ପାଳନ ହେଉଛି ସ୍ୱତନ୍ତ୍ର ରୀତିନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଶୀତଳଷଷ୍ଠୀ । ବୁଧବାର ଜ୍ୟେଷ୍ଟ ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀ କ୍ଷେତ୍ରରେ ଥିବା ପଞ୍ଚ ମହାଦେବଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ଵର, ଶ୍ରୀ ଲୋକନାଥ,
Read More...

ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚିତ ସଂପର୍କିତ ତାଲିମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚ୍‌ର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ
Read More...

ନିମ୍ନମାନର ଚେକ୍‌ ଡ୍ୟାମ କାମକୁ ପ୍ରତିବାଦରୁ ବଦଳାଇ ଦେଲେ ପ୍ରକଳ୍ପ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ଜଙ୍ଗଲ ବିଭାଗ କରୁଥିବା ଏକ ନିମ୍ନମାନର ଚେକ୍‌ ଡ୍ୟାମ କାମକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିବାକୁ କାମ ବନ୍ଦ କରିଦେଇ ପ୍ରକଳ୍ପକୁ ଅନ୍ୟତ୍ର ନେଇଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାଜପାଲି ବାରପାହାଡ ଖୋଲରେ ଜଙ୍ଗଲ ବିଭାଗ କରୁଥିବା ଚେକ୍‌ ଡ୍ୟାମ
Read More...

ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ

ମୁମ୍ବାଇ : ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ ଟେଲିଭିଜନ୍‌ ଓ ଚଳଚ୍ଚିତ୍ରରେ ଜଣେ ସୁପରିଚିତ
Read More...