ଗରମ କ୍ଷୀରିରେ ପଡ଼ି ଶିଶୁ ଗୁରୁତର
ଖଡିଆଳ, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମରେ ଗରମ କ୍ଷୀରିରେ ପଡ଼ି ୬ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ଭାସ୍କର ହେର୍ଣ୍ଣାଙ୍କ ପୁଅ ବିକାଶ ହେର୍ଣ୍ଣା(୬) ଘରେ ଚାଲିଥିବା ଗଙ୍ଗାଭୋଜି ଖାଇବାକୁ ଯାଇଥିଲେ । ଏହି ସମୟରେ!-->…
Read More...
Read More...