Daily Archives

ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Read More...

ମନମୁଣ୍ଡା ପୋଲିସ ଦ୍ୱାରା ସରକାରୀ ବସ୍‌ରୁ ଗଞ୍ଜେଇ ଜବତ, ଚାଳକ ଅଟକ

କଣ୍ଟାମାଳ : କଣ୍ଟାମାଳ-ପୁରୀ ସରକାରୀ ବସ୍‌ରୁ ୨ ପେଟି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟା ୭ଟାରେ ମନମୁଣ୍ଡା ଗାନ୍ଧୀ ଛକଠାରେ କଣ୍ଟାମାଳ-ପୁରୀ ଅଭିମୁଖ ଯାଉଥିବା ସରକାରୀ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା ମନମୁଣ୍ଡା ପୋଲିସ । ଇଞ୍ଜିନରୁ
Read More...

ବାଇକ୍‌ ଦୁର୍ଘଟଣାରେ ଯୁବକ ଆହତ

କଣ୍ଟାମାଳ, (କେପିଏନ୍‌ଏସ୍‌) : ମନମୁଣ୍ଡା ଥାନା ପଲସାଗୋରା ନର୍ସରୀ ଛକ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଚାଳକଙ୍କ ହାତ ଭାଙ୍ଗି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା
Read More...

ଆସନ୍ତା ମେ’ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ । ମେ’ ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ବିଜ୍ଞାନ ଓ
Read More...

ପରିବା ଦୋକାନରେ ଅଗ୍ନିକାଣ୍ଡ

ସମ୍ବଲପୁର : ବରଗଡ ଡେଲି ମାର୍କେଟ ପରିବା ଦୋକାନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ଟି ପରିବା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ
Read More...

ଟିଟିଲାଗଡ଼ରେ ୨୩ତମ ଶୀତଳଷଷ୍ଠୀ ଉତ୍ସବ ସମ୍ପନ୍ନ

ଦେବ ଦମ୍ପତିଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ରେ ୨୩ତମ ଶୀତଳଷଷ୍ଠୀ ମହୋତ୍ସବ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ହାଟପଦାପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ
Read More...

ମହାସମାରୋହରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାସମାରୋହରେ ପଦ୍ମପୁରରେ ପାଳିତ ହୋଇଯାଇଛି ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ବା ଶୀତଳଷଷ୍ଠୀ ଯାତ୍ରା । ହଜାର ହଜାର ଭକ୍ତଙ୍କ ସମାଗମରେ ଘଣ୍ଟ, ଶଙ୍ଖ, ଡମ୍ବରୁ ନାଦ ସହ ହର ହର ମହାଦେବ ଓ ଜୟ ମାତାଦୀର ଧ୍ୱନୀରେ ସମଗ୍ର ନଗର
Read More...

ପୁରୁଣାପାଣିରେ ୨ୟ ବାର୍ଷିକ ଶୀତଳଷଷ୍ଠୀ ମହୋତ୍ସବ ଉଦ୍‌ଯାପିତ

ସତୀ ବୃନ୍ଦାବତୀଙ୍କ ସତୀତ୍ୱ ନଷ୍ଟ ପରେ ଜଳନ୍ଧର ବଧ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ନିକଟରେ ଥିବା‌ ସୁଲିଆ ପାହାଡ଼ର ପାଦ ଦେଶରେ ୪ଦିନ ଧରି ହେଉଥିବା ୧୯ତମ ଶିବ ବିବାହ ଉପଲକ୍ଷେ ୨ୟ ବାର୍ଷିକ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ଗୁରୁବାର
Read More...

ସିକୁଆଁ ସରପଞ୍ଚଙ୍କ ଜେଜେ ମା’ଙ୍କ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ଗାଁର ମହିଳା ବେଟିଖାଇ ଭୋଇ (୯୨)ଙ୍କ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ ୨ପୁଅ ଯୁଗଳ କିଶୋର, ବିଭୂତି,
Read More...

ଜାଗା ମିଶନର ସମୀକ୍ଷା କଲେ ବିଧାୟକ ଓ ଜାଗା ମିଶନ ଉପଦେଷ୍ଟା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାଗା ମିଶନ ଉପଦେଷ୍ଟା ଶ୍ୱାସତୀ ମିଶ୍ର ଗୁରୁବାର ଗଞ୍ଜାମ ଏନ୍‌ଏସି ଗସ୍ତରେ ଆସି ବଜାର ଗୋରଡା ହରିଜନ ସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଜାଗା ମିଶନର ସମୀକ୍ଷା
Read More...
error: Content is protected !!