Daily Archives

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ବାଇକ୍‌ ଆରୋହୀ ମୃତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ
Read More...

ମେ’ ୨୨ରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦ ଓ ୨୧ ତାରିଖ ଦୁଇ ଦିନ ଛୁଟି ଥିବାରୁ ୧୯ ତାରିଖ ବସ୍ତୁତଃ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ ହେବ । ଏହି ଅବକାଶ ଜୁନ୍‌ ୨୦ ପର୍ଯ୍ୟନ୍ତ ଚାଲିବ । ଚଳିତ ମାସ ୨୩ ଓ ୩୧ରେ ଏବଂ ଜୁନ୍‌ ୧୪ରେ
Read More...

ଗଇଁତଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଧିକ ସହାୟତା ଦାବୀ କଲେ ଲୋଇସିଂହା ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଇଁତଲା ତହସିଲ ଅଫିସ ସମ୍ମୁଖରେ ଗତ ୯ ତାରିଖ ଦିନ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ବି ମୃତକଙ୍କ ଗାଁ କାନ୍ଦ ରୋଳରେ ଫାଟି ପଡ଼ୁଛି । ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନି । ଗଣପତି ବସ୍‌
Read More...

ବନ୍ଧପଡ଼ା ରେଞ୍ଜ ଅଫିସରେ ରାତ୍ର ଜଗୁଆଳିଙ୍କୁ ରେଞ୍ଜରଙ୍କ ମାଡ ମାରିବା ସହ ହତ୍ୟା ଉଦ୍ୟମ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ରେଞ୍ଜର ଦାୟିତ୍ୱରେ ଥିବା ରେଞ୍ଜର କାର୍ଯ୍ୟରତ ରାତ୍ର ଜଗୁଆଳିଙ୍କୁ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଭୁତିଆରବାହାଲ ନିକଟରେ ଥିବା ବନ୍ଧପଡ଼ା କେନ୍ଦୁପତ୍ର
Read More...

ବିଭିନ୍ନ ଦାବୀ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ରାସ୍ତା ଅବରୋଧ

ଖଡ଼ିଆଳ, (ନିରାକାର ମେହେର) : ବିଭିନ୍ନ ଦାବୀ ନେଇ ଗତକାଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ତରଫରୁ ଖଡ଼ିଆଳ ଥାନା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏନଏସିକୁ ଘେରାଉ ସହ ଥାନା ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ସଂଘର ସଭାପତି ଭାନୁ ପ୍ରତାପ
Read More...

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚେମ୍ବର ଅଫ କମର୍ସ ତରଫରୁ ଗତ ୧୦ ତାରିଖ ଦିନ ରେଳବାଇ ଅଧିକାରୀମାନଙ୍କ ସହ ଏକ ଆଲୋଚନାର ବନ୍ଦୋବସ୍ତ ଚେମ୍ବରର ନିଜସ୍ୱ ସଭାଗୃହରେ ଆୟୋଜିତ ହୋଇଥିଲା । ନିମନ୍ତ୍ରଣ ପାଇ ଗତ ୧୦ ତାରିଖ ଦିନ ଚକ୍ରଧରପୁର ରେଳବାଇ ଡିଭିଜନର ଡିଆରଏମ ଅରୁଣ ରାଠୋରଙ୍କ
Read More...

ପ୍ରଜାପତି ଫଟୋଚିତ୍ର ସଂଗ୍ରହ କରି ୱଲ୍‌ର୍ଡ ରେକର୍ଡ କଲେ ବଲାଙ୍ଗିର ସହରର ହାର୍ଦ୍ଦିକ ଭ୍ରମର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାର୍ଦ୍ଦିକ ଭ୍ରମର ବିଭିନ୍ନ ପ୍ରଜାପତିଙ୍କ ଫଟୋ ସଂଗ୍ରହ କରି ଗିନିଜ ବୁକ୍‌ ଅଫ ୱଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ପେଶାରେ ଜଣେ ବ୍ୟବସାୟୀ ହୋଇଥିଲେ ବି ପ୍ରଜାପତି ଫଟୋଚିତ୍ର ସଂଗ୍ରହରେ ରୁଚି ରଖିଥିଲେ । ବଲାଙ୍ଗିର ସହରର
Read More...

ଦୁବାଇ ଯିବେ ମିଶନ ଶକ୍ତି ମହିଳା ଆରତୀ କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଜଣେ ଏସଏଚଜି ଗ୍ରୁପର ମହିଳା ଦୁବାଇ ଯିବା ପାଇଁ ମନୋନୀତ ହୋଇଛନ୍ତି । ମହିଳା ଜଣକ ମୁରିବାହାଲ ବ୍ଲକର ଜିଲ୍ଲା ଫେଡ଼େରେସନ ସଭାନେତ୍ରୀ ଆରତୀ କରଙ୍କୁ ଦୁବାଇ ଯିବାର ସୁଯୋଗ ମିଳିଛି । ଆରତୀ ପ୍ରଥମେ‌ ମୁରିବାହାଲ
Read More...

ସଚେତନତା ରଥର ଶୁଭାରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ଓଡ଼ିଶା ମିଲେଟ ମିଶନ ତଥା ଆତ୍ମା କଳାହାଣ୍ଡିର ସହଯୋଗରେ ମ.ରାମପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ସହକାରୀ କୃଷି ଅଧିକାରିଣୀ
Read More...

ଉପରବାହାଲ ଗ୍ରାମ ପଂଚାୟତ ଭିଏଡବ୍ଲୁଙ୍କ ବଦଳି ଦାବୀରେ ବ୍ଲକ କୃଷି ଅଧିକାରୀଙ୍କୁ ଲିଖିତ ଅଭିେଯାଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଂଚାୟତ ଭିଏଡବ୍ଲୁଙ୍କ ମନମାନି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଂଚାୟତ ଅଧିବାସୀ ବ୍ଲକ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉପରବାହାଲ ପଂଚାୟତରେ ଥିବା ଗ୍ରାମ୍ୟ କୃଷି ଅଧିକାରୀ (ଭିଏଡବ୍ଲୁ)
Read More...